ଆଇନ ମହାବିଦ୍ୟାଳୟର ଦୁଇ ଦିବସୀୟ ଆଲୋଚନାଚକ୍ର ଉଦଯାପିତ
ରାଉରକେଲା: ଆଇନ ଏକ ଶୃଙ୍ଖଳିତ ବ୍ୟବସ୍ଥା। ଆଇନ ନରହିଲେ ପୃଥିବୀ ଧ୍ବଂସ ହେବ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡିଆ ଆବାହକ ଡଃ ବିଜୟାନନ୍ଦ ସିଂହ କହିଛନ୍ତି। ରାଉରକେଲା ଆଇନ ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଦ୍ବିଦିବସୀୟ ଆଲୋଚନାଚକ୍ରର ଦ୍ବିତୀୟ ଦିନରେ…
Read More...
Read More...