Browsing Tag

Rourkela

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରଫେସର ଜେ କେ ରାଓଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି ଆସରରେ ଡଃ…
Read More...

ରକ୍ତ ଦାନ ଶିବିର ଆୟୋଜିତ

ରାଉରକେଲା : ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ଉପଲକ୍ଷେ ମୋ ପରିବାର ଓ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ସୁନ୍ଦରଗଡ ବୋର୍ଡ ଓ ରାଉରକେଲା ୟୁନିଟ ପକ୍ଷରୁ ମିଳିତ ଭାବେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ପ୍ରାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଉରକେଲା ବୋର୍ଡ ପକ୍ଷରୁ…
Read More...

ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ଜଣ ସମ୍ବର୍ଦ୍ଧିତ

ରାଉରକେଲା: ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନ ତରଫରୁ ଜାରକା ସ୍ଥିତ ସିଭିକ ସେଣ୍ଟର ଠାରେ ୪୭ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଉରକେଲା ର ୪ଜଣ ବିଶିଷ୍ଟ ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯାହା ସହରବାସୀଙ୍କୁ ଆହ୍ଲାଦିତ କରିଛି। ଏହି ସମାବର୍ତ୍ତନ ଉତ୍ସବରେ ପ୍ରବନ୍ଧ ପାଇଁ…
Read More...

ଆଇନ ସହାୟତା ସଂପର୍କରେ ଶିବିର ଆୟୋଜିତ

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଲୁମନି ଆସୋସିଏସନ୍ ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ତଥା ଆଲୁମନି ଗିରିଶ…
Read More...

ସିଡିଏସ ଓ ଅନ୍ୟ ମାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ରାଉରକେଲା: ରାଉରକେଲା ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ "କ୍ଲିନ ଓ ଗ୍ରିନ" ତରଫରୁ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ଅନ୍ୟ ୧୨ଜଣଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଂପାଦକ ପ୍ରଦୀପ କୁମାର ଦାସ ଙ୍କ ନେତୃତ୍ଵରେ ସଦସ୍ୟମାନେ ଏସଟିଆଇ ଛକ ଫ୍ଲାଇଓଭର ଠାରେ…
Read More...

ଯୁବ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ଦିବସ ପାଳିତ

ରାଉରକେଲା: ଅଖିଳ ଭାରତୀୟ କଂଗ୍ରେସ କମିଟି ର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ୭୫ତମ ଜନ୍ମ ଦିବସକୁ ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ଦିବସ ରୂପେ ସେକ୍ଟର-୧୩ କମ୍ୟୁନିଟି ସେଣ୍ଟରରେ ପାଳନ କରିଛି । ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଆଜି ସନ୍ଧ୍ୟାରେ ଆୟୋଜିତ…
Read More...

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ରାଉରକେଲା: ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୁଲିସ ଲାଇନର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ…
Read More...

କର୍ପୋରେଟ-ଗୈରିକ ଫାଶିବାଦ ବିରୁଦ୍ଧରେ ଗଣ ବିକଳ୍ପ ଗଢ଼ିତୋଳ

ଭୁବନେଶ୍ୱର: ସିପିଆଇ(ଏମ-ଏଲ) ରେଡ଼ ଷ୍ଟାରର ପଲିଟ ବ୍ୟୁରୋ ସଦସ୍ୟ କମ୍ରେଡ଼ ଶିବରାମଙ୍କର ୨୮ତାରିଖରେ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଭୁବନେଶ୍ଵର ସ୍ଥିତ ପାର୍ଟି କାର୍ୟ୍ୟାଳୟ ଇନକିଲାବ ଭବନଠାରେ ପାର୍ଟି କେନ୍ଦ୍ର କମିଟିର ବୈଠକ ୨୯ ନଭେମ୍ବର ରୁ ୨ ଡିସେମ୍ବର ପର୍ୟ୍ୟନ୍ତ ବସିଥିଲା। ଏହି…
Read More...

ଡାକ୍ତର ମହେଶ୍ୱର ସିଂହଙ୍କ ବିୟୋଗ

ରାଉରକେଲା: ରାଉରକେଲା ସହରର ଜଣାଶୁଣା ହୋମିଓପାଥିକ ଡାକ୍ତର ତଥା ଟ୍ରାଫିକ ଗେଟ୍ ରେ ଥିବା ଲିସା ହୋମିଓ ଫର୍ମାସୀ ର ମୁଖ୍ୟ ଡାକ୍ତର ମହେଶ୍ୱର ସିଂହ ଙ୍କ ୭୧ବର୍ଷ ବୟସରେ ବିୟୋଗ ଘଟିଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ଚନ୍ଦନନଗର ଗ୍ରାମ ମୂଳ ବାସିନ୍ଦା ସ୍ବର୍ଗତ ସିଂହ ୧୯୮୮…
Read More...

କବି ସନତ ରାୟଙ୍କ ୧୧ତମ ସ୍ମୃତିଚାରଣ ସଭା 

ରାଉରକେଲା: କବି ସନତ ରାୟ ଥିଲେ ସମାଜବାଦ ର ଶାଣିତ ସ୍ବର। ସମାଜର ପ୍ରତିଟି ବ୍ୟକ୍ତିଙ୍କ ଭିତରେ ସେ ନିଜକୁ ଦେଖୁଥିଲେ ଓ ସମୟ ସହିତ ସେଲଫି ନେଉଥିଲେ ବୋଲି କବି ସନତ ରାୟଙ୍କ ସ୍ମୃତିଚାରଣ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କହିଥିଲେ। ସ୍ଥାନୀୟ କଲଚରାଲ ଏକାଡେମୀ…
Read More...