Browsing Tag

Rourkela

ସହିପାରିଲାନି ମା’ର ଗାଳି, ଜୀବନ ହାରିଲା ପଞ୍ଚମ ଶ୍ରେଣୀ ଛାତ୍ରୀ

ରାଉରକେଲା : କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି । ନିଜ ଛୁଆକୁ ଭଲବାଟରେ ନେବାକୁ ମା’ ଟିକିଏ ଗାଳି ଦେଇଥାଏ । ଅଧିକ ସମୟ ମୋବାଇଲ ବ୍ୟବହାର ନକରି ପାଠ ପଢିବାକୁ ସବୁ ମା’ ଆକଟ କରିଥାନ୍ତି । କିନ୍ତୁ ସେହି ସାମାନ୍ୟ ଗାଳି ଯେ ଛୁଆର ଜୀବନ ନେଇ ଯିବ ତାହା କେହି ବିଶ୍ୱାସ ବି କରି ପାରନ୍ତିନି ।…
Read More...

ରାଉରକେଲା ରେ ୬୦୦ରୁ ଉର୍ଦ୍ଧ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା : ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ରାଉରକେଲା ବିମାନବନ୍ଦରରେ ୫ଟା ୨୦ମିନିଟରେ ପହଞ୍ଚିବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେଠାରେ ପହଁଞ୍ଚି ପ୍ରଥମେ ବର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୦ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ…
Read More...

ଟିକଟ ଲାଗି ଦର୍ଶକଙ୍କ ଲମ୍ବା ଲାଇନ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ବିଶ୍ୱ ପୁରୁଷ ହକି କପ ସରିବା ମାସେ ବିତିଯାଇଥିଲେ ମଧ୍ୟ ଓଡିଶାରେ ହକିର କ୍ରେଜ୍ କମିନାହିଁ । ଭାରତ ବିଶ୍ୱ ପୁରୁଷ ହକି କପରେ ପରାଜିତ ହୋଇଥିଲେ ମଧ୍ୟ ଲୋକଙ୍କ ମନ ମଧ୍ୟରେ ହକିକୁ ନେଇ ଦିନକୁ ଦିନ ଉତ୍ସାହ ବଢିାବରେ ଲାଗିଛି । ମାର୍ଚ୍ଚ ମାସ ୧୦ ତାରିଖ…
Read More...

ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯିବେ। ସେ ଆଜି ଦିନ ୧୧ଟା ୨୦ ମିନିଟ୍‌ରେ ନିବାସରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯିବେ। ସେଠାରୁ ସାଢ଼େ ୧୧ଟାରେ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ରାଉରକେଲା ଅଭିମୁଖେ ବାହାରିବେ। ନବୀନ ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ…
Read More...

ନକଲି ନୋଟ ଜବତ, ଜଣେ ଗିରଫ

ରାଉରକେଲା: ଏସଟିଏଫ ପକ୍ଷରୁ ଏକ ସ୍ଥାନରେ ଚଢାଉ କରାଯାଇ ନକଲି ନୋଟ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ରାଉରକେଲା ସେକ୍ଟର ୧୫ ପୁଲିସ ସେକ୍ଟର ୧୭ରୁ ସେକ ଅହମ୍ମଦ ନାମକ ବ୍ୟକ୍ତିକୁ ଗିରଫ କରିଛି। ତା ନିକଟରୁ ୧୬ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି। ଏଥି…
Read More...

ଓପନ ଫର ଅଲଫାଉଣ୍ଡେସନର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ରାଉରକେଲା: ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରୁ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ନୂତନ କରି ଗଠନ ହୋଇଥିବା ଓପନ ଫର ଅଲଫାଉଣ୍ଡେସନର ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଇସ୍ପାତ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରୁ ଇସ୍ପାତ ଷ୍ଟାଡିୟମ ଠାରେ…
Read More...

ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା

ରାଉରକେଲା - ପୁଣି ସାମ୍ନାକୁ ଆସିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ବିରମିତ୍ରପୁର ମୁନିସିପାଲଟି ତହସିଲ କାର୍ଯ୍ୟାଳୟର ୧୦ ନଂ ୱାର୍ଡରେ । ଯୁବକଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ୧୦ ନଂ ୱାର୍ଡରୁ ସଂପୂର୍ଣ୍ଣ ଦଗ୍ଧ ଅବସ୍ଥାରେ…
Read More...

ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା ଅନୁଷ୍ଠିତ

ରାଉରକେଲା: ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା,କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଅଧକ୍ଷତାରେ…
Read More...

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ରାଉରକେଲା: ଇସ୍ପାତ ସାହିତ୍ୟ ଖଟି ତରଫରୁ ଇସ୍ପାତ ମାର୍କେଟ ଠାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆବାହକ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁମନ ଦତ୍ତ ମୁଖ୍ୟଅତିଥି,ଡଃ ଅଶ୍ବିନୀ କୁମାର ରାୟ…
Read More...

ସ୍କାଉଟ ଆଣ୍ଡ ଗାଇଡର ଜାତୀୟ ସଂହତି ଶିବିରର ଉଦଯାପନୀ ଦିବସ

ରାଉରକେଲା: ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ର ଜାତୀୟ ସଂହତି ଶିବିରର ତୃତୀୟ ଦିନ ବା ଉଦଯାପନୀ ଦିବସରେ ଜିଲ୍ଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ ଙ୍କ ସଭପତିତ୍ବ ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା…
Read More...