ଧୋନିଙ୍କ ରାଉଣ୍ଡ ଟେବୁଲ ମାଷ୍ଟରକ୍ଲାସ
ମୁମ୍ବାଇ : ଆଇପିଏଲ ୨୦୨୨ରେ ସିଏସକେଠାରୁ ୯୧ ରନ୍ରେ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ ଆଶା ଆହୁରି କଣ୍ଟକିତ ହୋଇଯାଇଛି। ଧୋନି କ୍ରିକେଟର ଯୁବ ପିଢୀ ସହିତ ନିଜର ଜ୍ଞାନ ଏବଂ ଅଭିଜ୍ଞତା ବାଣ୍ଟିବାକୁ କେବେ ବି ପଛଘୁଞ୍ଚା ଦେଇ ନାହାଁନ୍ତି । ସୀମିତ ଓଭର ଟୁର୍ନାମେଣ୍ଟ ସମୟରେ…
Read More...
Read More...