Browsing Tag

road block

ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ତାରରେ ଗଛ ପଡି ରାସ୍ତା ଅବରୋଧ

କଳାହାଣ୍ଡି-: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର ପଂଚାୟତ ଟୁନାପାରି ଗାଁ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ଏକ ଆମ୍ବଗଛ ପଡି ବିଦ୍ୟୁତ ତାର ଛିଣ୍ଡିବା ସହିତ ରାସ୍ତା ଅବରୋଧ ହୋଇଛି । ଏହି ରାସ୍ତା ଭାରତ କେନ୍ଦ୍ର ପଡିଆ ଠାରୁ ଇନ୍ଦ୍ରାବତୀ ଛକ ପର୍ଯ୍ୟନ୍ତ ସଂଯୋଗ…
Read More...

ଶିଶୁ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପାରଳାଖେମୁଣ୍ଡି: ଶିଶୁ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଶିଶୁମାନଙ୍କୁ ଏକ୍ସପାରି ଔଷଧ ଦେବା ଯୋଗୁଁ ଗୁରୁତର ହୋଇପଡ଼ିଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ, ପାରଳାଖେମୁଣ୍ଡି…
Read More...

ଶିକ୍ଷକ ଅଭାବରୁ ରାସ୍ତାରୋକ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

(ବନବାସୀ ପ୍ରଧାନ) : ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ପରଙ୍ଗପାଙ୍ଗା ଓ ଦଡକଙ୍ଗୀଆ ପଞ୍ଚାୟତର ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆଜି ୫୯ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଟାୟାର ଜାଳି ରାସ୍ତା ଉପରେ ବସିରହିଛନ୍ତି । ଶିକ୍ଷକ ଅଭାବ ପୁରଣ କରିବା ଦାବୀ କରିବା ସହିତ ଅଷ୍ଟମ,ନବମ,ଦଶମ…
Read More...