Browsing Tag

Road accident

ଜିଅନ୍ତା ଜଳିଗଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

(ରିପୋର୍ଟସ ଟୁଡେ): ଜିମ୍ବୋଓ୍ଵଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ବସ୍‌ରେ ଥିବା ୪୦ରୁ ଊର୍ଧ୍ୱ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ବସ୍‌ରେ ଥିବା ଏକ ଗ୍ୟାସ୍‌ ଟାଙ୍କି…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ତିନି ଗୁରୁତର

(ଜୟନ୍ତ କୁମାର ସେଠୀ): କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ଇଶାନେସ୍ୱର ଛକଠାରେ ଘଟିଛି ସଡକ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିମାନେ ହେଲେ ଦୁଯ୍ରୋ୍ୟାଧନ କାଣ୍ଡି, ଜଗନ୍ନାଥ କାଣ୍ଡି, ଛବି କାଣ୍ଡି ।…
Read More...

ଟ୍ରକକୁ ଧକ୍କା ଦେଇ ରାସ୍ତାକଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ

(ମମତା ସାମଲ): ଯାଜପୁର ଜିଲ୍ଲା କୋରେଇ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ଘରୋଇ ବସ ଏକ ଟ୍ରକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଯାଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବସ୍ ରାଞ୍ଚିରୁ କଟକ ଆସୁଥିଲା।…
Read More...

କାର ଧକ୍କାରେ ଜଣେ ମୃତ ୨ ଗୁରୁତର

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା ଠାରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ, ୨ ଗୁରୁତର

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ଭୋର ସମୟରେ ପୁରୀ ଜଗନ୍ନାଥ ସଡକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ସୁକଳ ଭାଇଲିପୁର ନିକଟରେ ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।…
Read More...

କଲେଜ ବସ୍ ଧକ୍କାରେ ରିକ୍ସା ଚାଳକ ମୃତ

(ଚିତରଞ୍ଜନ ସାହୁ): ବରଗଡ ଜିଲ୍ଲା ବରପାଲି ବସ୍ ଷ୍ଟାଣ୍ଡଠାରେ ଟିଙ୍ଗିପାଳି ଫାର୍ମାସିଟିକଲ କଲେଜ ବସ୍ ଧକ୍କାରେ ଜଣେ ରିକ୍ସା ଚାଳାକଙ୍କ ମୃତ୍ୟୁ ହୋଇଛି । ବସଟି ହଠାତ୍ ଭାରସାମ୍ୟ ହରାଇ ରିକ୍ସାରେ ଧକ୍କା ଦେବା ସହ ତିନୋଟି ବାଇକ ଉପରେ ଚଡି ଯାଇଥିଲା । ଘଟଣାସ୍ଥଳରେ ହିଁ ରିସ୍କା ଚଳାକଙ୍କର…
Read More...

ସଡ଼କ ଦୁର୍ଘଟଣା , ଜଣେ ମୃତ, ଜଣେ ଆହତ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ମେନରୋଡର କଇଁଚବାଡିଠାରେ ଭାରସାମ୍ୟ ହରାଇ ବାଇକଟି ପୋଲଖୁଣ୍ଟରେ ପଟିହୋଇଯାଇଥିଲା । ଫଳରେ ଦୁଇଜଣ ବାଇକ ଆରେହୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି । ଏହି ଘଟଣାସମ୍ପର୍କରେ ଖବର ପାଇ ପୋଲିସ…
Read More...