ସଡକ ଦୁର୍ଘଟଣାରେ ପୀଡିତ ପାଇବେ ନଗଦବିହୀନ ଚିକିତ୍ସା: ନିତିନ ଗଡକରୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ନଗଦବିହୀନ ଚିକିତ୍ସା ଯୋଗାଇବା ପାଇଁ ସରକାର ଏକ ଯୋଜନା କାର୍ୟ୍ୟକାରୀ କରିଥିବା କହିଛନ୍ତି । ପରିବହନ ମନ୍ତ୍ରଣାଳୟ ଏକ ଯୋଜନା…
Read More...
Read More...