ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ
ବାଲିଗୁଡା: ୫୯ନଂ ଜାତୀୟ ରାଜପଥ ଜକିକିଆ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ବାଇକ ଚାଳକ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ପୁଶାଙ୍ଗିଆ ଗ୍ରାମର ରଜିଆ ପଣ୍ଡା ବୟସ ୪୨ବର୍ଷ ବୋଲି ଜଣାପଡିଛି ।ଦୁର୍ଘଟଣା ଘଟିଥିବା ଗାଡିନଂ ହେଲା OD12…
Read More...
Read More...