RJDର ଶୋଚନୀୟ ପରାଜୟ ପରେ ଲାଲୁଙ୍କ ପରିବାରରେ ଅସନ୍ତୋଷ, ରାଜନୀତିରୁ ସନ୍ୟାସ ନେଲେ ରୋହିଣୀ
Rohini Acharya: RJDର ଶୋଚନୀୟ ପରାଜୟ ପରେ ଲାଲୁଙ୍କ ପରିବାରରେ ଅସନ୍ତୋଷ । ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଛାଡ଼ିଲେ ରାଜନୀତି । ଲାଲୁଙ୍କ ପରିବାର ସହ ମଧ୍ୟ ରୋହିଣୀ ସମ୍ପର୍କ ତୁଟାଇଥିବା ସୂଚନା । ଏନେଇ ରୋହିଣୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ…
Read More...
Read More...