Browsing Tag

Rinku Singh

ବିଶ୍ବନାଥଙ୍କୁ ଏକାଠି ଦର୍ଶନ କଲେ ରିଙ୍କୁ ସିଂ ଓ ପ୍ରିୟା

କ୍ରିକେଟର ରିଙ୍କୁ ସିଂହ ବାରାଣସୀ ସହର ପରିଦର୍ଶନ କରିବା ସମୟରେ ଏହାର ଆଧ୍ୟାତ୍ମିକ ସାରରେ ବୁଡ଼ି ଯାଇଥିଲେ। ବାମହାତୀ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ସହ ତାଙ୍କର ରାଜନୈତିକ ପ୍ରେମିକା ପ୍ରିୟା ସରୋଜ ମଧ୍ୟ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ, ଦମ୍ପତି ଗଙ୍ଗା ସେବା ନିଧି…
Read More...

ପିତାଙ୍କ ଦେହାନ୍ତରେ ଶୋକାକୁଳ ରିଙ୍କୁ ସିଂହ; ଶେଷକୃତ୍ୟ ପରେ ଦଳରେ ଯୋଗଦେବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଏବେ ଜୀବନର ସବୁଠାରୁ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ପିତା ଖାନଚାନ୍ଦ ସିଂହଙ୍କ ଦେହାନ୍ତ ହୋଇଛି, ଯାହାରେ ପରିବାର ଶୋକାକୁଳ ଅଛି। ରିପୋର୍ଟ ଅନୁସାରେ, ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ଜିମ୍ବାୱେ ମ୍ୟାଚ୍ ପରେ…
Read More...

ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳିବେନି ରିଙ୍କୁ ସିଂ, ପିତାଙ୍କ ପରଲୋକ ପାଇଁ ଶୁକ ପ୍ରକାଶ କଲା ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ଦୁଃଖଦ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଫେବୃଆରୀ ୨୧ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଅଧିକ ଖରାପ ହୋଇଯାଇଥିବାରୁ ତାଙ୍କୁ ଗ୍ରେଟର ନୋଏଡାର ଏକ ଘରୋଇ…
Read More...

ପରଲୋକରେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାଚେନ୍ଦ୍ର ସିଂ ।

ଆଉ ନାହାନ୍ତି କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖଚେନ୍ଦ୍ର ସିଂହ । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଙ୍କୁ ସିଂହଙ୍କ ପିତା ଖାଚେନ୍ଦ୍ର ସିଂହ ଷ୍ଟେଜ ୪ ଯକୃତ କର୍କଟରେ ପୀଡ଼ିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ଖରାପ ହୋଇଥିଲା, ଯାହା…
Read More...

ଫେରିବେ ରିଙ୍କୁ ସିଂ, ସୁପର–୮ ପୂର୍ବରୁ ଦଳରେ ଯୋଗ

ନୂଆଦିଲ୍ଲୀ: ଭାରତୀୟ ଦଳର ଦମଦାର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ Rinku Singh ସୁପର–୮ ମୁକାବିଲା ପୂର୍ବରୁ ପୁଣିଥରେ ଦଳରେ ସାମିଲ ହେବେ। ଜିମ୍ବାଓ୍ୱେ ବିପକ୍ଷ ମହତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ତାଙ୍କ ଫେରା ସମ୍ବନ୍ଧରେ ସୂଚନା ଦେଇଛନ୍ତି ଭାରତୀୟ ଦଳର ବ୍ୟାଟିଂ କୋଚ୍ Sitamshu Kotak।…
Read More...

ଘୁଞ୍ଚିଲା ତାରିଖ, ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରିଙ୍କୁ – ପ୍ରିୟା

ମୁମ୍ବାଇ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ବଡ ଖବର  । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ରିଙ୍କୁଙ୍କ ବିବାହ ଚଳିତ ବର୍ଷ ନଭେମ୍ବରରେ ହେବନାହିଁ  ।…
Read More...

ପୁଅ କ୍ରିକେଟ ତାରକା, ହେଲେ ବାପା ଉଠାଉଛନ୍ତି ସିଲିଣ୍ଡର

ବ୍ୟରୋ : ଯଦି କେଉଁ ଖେଳାଳି ଭାରତିୟ କ୍ରିକେଟ ଟିମରେ ନିଜ ସ୍ଥାନ ବନେଇନିଏ ତେବେ ତାଙ୍କୁ ସବୁ କ୍ରିକେଟର ଏକ ତାରକା ମାନିବାରେ ଲାଗନ୍ତି । ସେମାନଙ୍କ ଉପରେ ଟଙ୍କାର ବର୍ଷା ହେବାର ଲାଗେ । ଅନେକ ବିଜ୍ଞାପନ ମିଳିବାକୁ ଲାଗେ । ଭାରତୀୟ ଦଳର ଏମିତି ଏକ ଖେଳାଲି ଯିଏ IPL-୨୦୨୩ ରେ ଧମାଲ କରିବା…
Read More...

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ

ଚଳିତ ଆଇପିଏଲରେ ଖୁବ ରେମାଞ୍ଚକ ଥିଲା । ସେହି ମଧ୍ୟରୁ ରିଙ୍କୁ ସିଂ ତାଙ୍କ ଖେଳକୁ ନେଇ ଚର୍ଚ୍ଚରେ ଥିଲେ । ଆଇପିଏଲରେ ରିଙ୍କୁ ସିଂ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିବ ମ୍ୟାଚରେ ଶେଷ ଓଭରରେ ୫ଟି ବଲରେ ୫ଟି ଛକାମାରି ଇତିହାସ ରଚିଥିଲେ । ତାଙ୍କର ଏପରି ଖେଳ ପାଇଁ ସେ ରାତାରାତି ଷ୍ଟାର…
Read More...

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଏହି ଟି୨୦ରୁ ବାଦ ପଡିଛନ୍ତି । ତେବେ ଏହି ଟିମରେ ରିଙ୍କୁ ସିଂ ମଧ୍ୟ ସ୍ଥାନ ପାଇନାହାନ୍ତି । ଯାହାକି ପ୍ରଂଶସକଙ୍କୁ ନିରାଶ କରିଛି । ଆଇପିଏଲରେ ରିଙ୍କୁ ଦମଦାର…
Read More...