ଭାରତ ପାଇଁ ପୁଣି ଗୌରବ ଆଣିଲେ ରିକି କେଜ୍
ମୁମ୍ବାଇ : ପୁଣି ଇତିହାସ ରଚିଲେ ରିକି କେଜ୍ । ନିଜର ମ୍ୟୁଜିକ୍ ଆଲବମ୍ ‘ଡିଭାଇନ୍ ଟାଇଡ୍ସ’ ପାଇଁ ଜିତିଲେ ଦ୍ୱିତୀୟ ଗ୍ରାମୀ ଆୱାର୍ଡ । ତାଙ୍କର ଡିଭାଇନ୍ ଟାଇଡ୍ସ’ ଆଲବମରେ ରହିଛି ମୋଟ ୯ଟି ଗୀତ । ଏହା ପୂର୍ବରୁ ମଧ୍ୟ ସେ ୨୦୧୫ରେ ନିଜର ଆଲବମ୍ ‘ୱଣ୍ଡସ୍ ଅଫ୍ ସମସାରା’ ପାଇଁ ପ୍ରଥମ ଗ୍ରାମୀ…
Read More...
Read More...