Browsing Tag

repoterstoday

ଅବକାରୀ ବିଭାଗର ଚଢାଉ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଚାଲିଛି। ଗତ କିଛିଦିନ ମଧ୍ୟରେ ୩୦ଟି ଅବକାରୀ ମାମଲା ରୁଜୁ କରାଯାଇଛି। ସେଥିରୁ ୨୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ଦେଶୀ ବିଦେଶୀ ମଦ…
Read More...

ଗାଁ ମୁହାଁ ହେଲା ହାତୀ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡିଦା ପଞ୍ଚାୟତ ଜୋକନଣ୍ଡା ଗଁ।ରେ ହାତୀ ଆତଙ୍କ ଖେଳିଯାଇଛି। କୁଲଡିହା ଅଭୟାରଣ୍ୟରୁ ଖାଦ୍ୟ ଅନ୍ବେଷଣରେ ଗଁ।ମୁହଁ। ହୋଇଥିବା ଦନ୍ତା ହାତୀ ସେହି ଗଁ।ର ମହେନ୍ଦ୍ର ପ୍ରଧାନଙ୍କ…
Read More...

ଧକ୍କା ଦେଲା ମୋ ବସ୍

( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ରାଜଧାନୀରେ ଓଡି୩୩ଭି ୨୯୦୦ ନମ୍ବର ବିଶିଷ୍ଟ ମୋ ବସଟିର ଡ଼୍ରାଇଭର ମଦ୍ୟପାନ କରି ରାତି ସାଢେ ୯ଟାରେ କଳ୍ପନାଛକ ଦେଇ ଏଜି ଛକ ଆସୁଥିଲା। କଳ୍ପନାରୁ ରାଜମହଲ ରାସ୍ତା ମଝିରେ ପ୍ରଥମେ ଏକ ବାଇକକୁ ଧକ୍କା ଦେଇଥିଲା। ବାଇକରୁ ଚାଳକ ସମେତ ପଛରେ ବସିଥିବା…
Read More...

ସ୍ୱାସ୍ଥ୍ୟାବସ୍ଥା ଗୁରୁତ୍ୱର

( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଦୀର୍ଘବର୍ଷ ଧରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଥିବା ବାସୁଦେବ ରଥ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚିତ ଥିଲେ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତମାନ…
Read More...

ଅହିରାଜ ସାପ ଉଦ୍ଧାର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଗତକାଲି ସକାଳେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ ପଞ୍ଚାୟତର କାଳିଝାଟି ଗଁ।ରୁ ୧୫ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। କୁଲଡିହା ଅଭୟାରଣ୍ୟରୁ ସାପଟି ଗଁ।କୁ ପଳେଇ ଆସିଥିଲା । ସାପଟିକୁ ଦେଖି ସ୍ଥାନୀୟ ଲୋକ ଭୟବିତ ହୋଇ ବନ…
Read More...

ଗୋଷ୍ଠି କନ୍ଦଳ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : ଗତକାଲି ରାତିରେ କୁଜଙ୍ଗ ଥାନା ଅନ୍ତର୍ଗତ ସାହାରାଡ଼ିଆ ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେହି ଗ୍ରାମର ଦିପୁନା ଦାସ ନାମକ ଜଣେ ଯୁବକ ଡ଼୍ରାମାରେ ନିଜର ଅଭିନୟ ଶେଷ କରି ଅଚାନକ ମଞ୍ଚକୁ ଉଠିଯାଇ ଲାଇଟ୍‌ ଭଙ୍ଗାଭଙ୍ଗି କରିବାରୁ…
Read More...

ଗୁଇନ୍ଦା ବିଭାଗର କାରନାମା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ କାମ କରୁଥିବା ରାଜସ୍ଥାନର ଜୟସଲମେରରୁ ଜଣେ ପାକିସ୍ତାନୀ ଗୁପ୍ତଚର ଆଜି ଗିରଫ ହୋଇଛି । ଗିରଫ ହୋଇଥିବା ଗୁପ୍ତଚରର ନାଁ ନବାବ ଖାନ୍। ଭାରତ ପାକିସ୍ତାନ ସୀମା ନିକଟସ୍ଥ ଜୟସଲମେରର ସାମ୍ ଅଞ୍ଚଳରେ ତା’…
Read More...

ଖେଳରେ ଲାଗିଲା କଟକଣା

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ଗୁଜୁରାଟର ରାଜକୋଟରେ ଏକ କଲେଜ୍ରେ ୧୦ ଜଣ ଛାତ୍ର ସର୍ବସାଧାରଣ ସ୍ଥାନରେ ପବ୍ଜି ଅନ୍ଲାଇନ୍ ଗେମ୍ ଖେଳି ଗିରଫ ହୋଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁଜୁରାଟ ସରକାର ଗତ ଜାନୁଆରି ମାସରେ ଏହାକୁ ନିଷିଦ୍ଧ ବୋଲି ଘୋଷଣା କରିଥିଲେ। ଏହାକୁ ଅବମାନନା…
Read More...

କାଳ ହେଲା କାଳୀଦର୍ଶନ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ଅଞ୍ଚଳର ଜଣେ ମହିଳା ଗତ ୮ତାରିଖରେ ଟ୍ରେନ ଯୋଗେ କାଳୀଦର୍ଶନ ପାଇଁ କୋଲକାତା ଯାଇଥିଲେ । ହେଲେ ଏହାପରେ ତାଙ୍କର ମୋବାଇଲ ଫୋନ ବନ୍ଦ ରହିବା ଯୋଗୁଁ କୌଣସି ଖୋଜଖବର ମିଳିନଥିଲା । ଏବାବଦରେ ସଂପୃକ୍ତ ମହିଳାଙ୍କ…
Read More...

ଅବକାରୀ କାରବାର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) :ଭୁବନେଶ୍ବର ରେଳ ଷ୍ଟେସନ ପାର୍ସଲ ଅଫିସ ସାମ୍ନାରୁ ଗଞ୍ଜେଇ ଜବତ ମାମଲାର ରାୟ ଆଜି ଶୁଣାଣି କରି ଅତିରିକ୍ତ ଦୌରାଜଜ୍ ଅରୁଣ କୁମାର ମଲ୍ଲିକ ଅଭିଯୁକ୍ତ ଗଞ୍ଜାମର ସୁକାନ୍ତ ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧ ଲକ୍ଷ…
Read More...