Browsing Tag

repoterstoday

ଟ୍ରେନପୋଡ଼ି ଘଟଣାରେ ଜଣେ ଗିରଫ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଗତ ୨୨ତାରିଖରେ  ହୋଇଥିବା ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଘଟଣାର ଆଜି ଜିଆରପି ଜଣଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ପୁରୀ ଷ୍ଟେସନରେ ଠିଆ ହୋଇଥିବା ବେଳେ ପୁରୀ-ହାଟିଆ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଟ୍ରେନର…
Read More...

‘ମୋ ଘର ଭାଜପା ପରିବାର’ କାର୍ୟ୍ୟକ୍ରମ ଅନୁଷ୍ଠିତ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଆଜି ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ‘ମୋ ଘର ଭାଜପା ପରିବାର’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ୧୯ ତାରିଖରେ ଭାଜପାରେ ସାମିଲ ହୋଇଥିବା ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ନିଜ ଜନ୍ମମାଟି କାଂଶ ପଞ୍ଚାୟତ…
Read More...

ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ତିହିଡି ବ୍ଲକର ତ୍ରିଲୋଚନ ମହାଳିକ ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସଚେତନତା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ ଯାତ୍ରାରମ୍ଭ କରିଛନ୍ତି କ୍ଷ ତାହା ଭଦ୍ରକ ସାଳନ୍ଦୀ ହସ୍ପିଟାଲ ପରିସରରୁ ଯାତ୍ରାରମ୍ଭ ସମୟରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନକ୍ଷ…
Read More...

ଭିଣେଇ କଟୁରି ଚୋଟରେ ଶଳା ମୃତ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଦୋଳଯାତ୍ରାରେ ଶ୍ୱଶୁର ଘର ବୁଲି ଆସିବାକୁ ଥିବା ଜ୍ୱାଇଁ ଦୁର୍ୟ୍ୟୋଧନ ବିଶ୍ୱାଳ ଦୋଳଯାତ୍ରାରେ ବୁଲିବାକୁ ଆସିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ସେ ନିଜର ଶଳା ନଗେଶ ରାଉତଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ନଗେଶଙ୍କର…
Read More...

ସ୍ତୀର ଟିକେ ଭୁଲ ପାଇଁ ପ୍ରାଣଗଲା ସ୍ୱାମୀର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ):ଗତକାଲି ଜୟ ଓ ତାଙ୍କ ସ୍ତ୍ରୀ ଋଷିଆ ପ୍ରାକୃତିକ ନିବାସକୁ ବୁଲିବାକୁ ଆସିଥିଲେ। ହେଲେ ସେଠାରେ ମୋବାଇଲ୍ରେ ନେଟ୍ୱାର୍କ ସମସ୍ୟା ଦେଖାଯିବାରୁ ସେମାନେ ବାଲିଆନାଳ ଗେଟ୍ ପାଖକୁ ବୁଲିବା ପାଇଁ ଚାଲି ଆସିଥିଲେ। ଏହି ସମୟରେ ଜୟ କାର୍କୁ ଷ୍ଟାର୍ଟରେ ରଖି…
Read More...

ଆଠ କିଲୋ ଗଞ୍ଜେଇ ଜବତ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ): ଗତକାଲି କନ୍ଧମାଳରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ କନ୍ଧମାଳ କୋଟଗୁଡ଼ା ଥାନା ପିତାଗୁଡ଼ା ଅଞ୍ଚଳର ରୋହିତ ବେହେରା ମାଝୀ(୨୭) ଓ ଅନ୍ୟଜଣେ ହେଲେ ରାଟୁ…
Read More...

ସଇତାନ ସାଜିଲା ମା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ବିହାରର ଛପରା ଅଞ୍ଚଳରେ ଜଣେ ମା ନିଜ କାନ୍ଦୁଥିବା ଶିଶୁକୁ ଚୁପ କରିବା ପାଇଁ ମା ଶିଶୁଟିର ଓଠରେ ଫେବିକ୍ବିକ୍ ଲଗାଇଦେଇଛନ୍ତି। ଏହାପରେ ତୁରନ୍ତ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ସୁରକ୍ଷିତ ଥିବା କୁହାଯାଇଛି।
Read More...

ରକ୍ତ ଜୁଡ଼ୁବୁଡ଼ୁରେ ଠିକାଦାର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ଗତକାଲି ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍ପିଭି-୪୩ ଗ୍ରାମର ରମେନ୍ ବିଶ୍ୱାସ ବୋଲି ଜଣାପଡ଼ିଛି। ରମେନ୍ ବାଇକ୍ ଯୋଗେ ଘରକୁ ଫେରୁଥିବା…
Read More...

ଧରାପଡ଼ିଲେ ବାଇକ୍ ଲୁଟେରା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଅନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚୌଦ୍ବାର ଥାନା ପୁଲିସ। କମିସନରେଟ୍‌ ପୁଲିସରେ ଅଧିକ ସ˚ଖ୍ୟାରେ ବାଇକ୍‌ ଲୁଟ୍‌ କରିଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ତ ସମେତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ…
Read More...

ପାଣିରେ ଗଲା ପ୍ରାଣ

( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଢେଙ୍କାନାଳ ଜିଲ୍ଲା ସଦର ଥାନା କନ୍ଧପଡାରେ ସୂର୍ୟ୍ୟକାନ୍ତ ନାମକ ପଚଂମ ଶ୍ରେଣୀ ଛାତ୍ର ଏକ ପୋଖରୀକୁ ଗାଧୋଇ ଯାଇଥିଲେ । ଅସାବଧାନତାବଶତଃ ପୋଖରୀରେ ପାଦ ଖସିଯିବାରୁ ପୋଖରୀରେ ବୁଡି ଯାଇ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଗାଁ ଲୋକ ଖୋଜାଖୋଜି କରିବା…
Read More...