Browsing Tag

repoterstoday

ସ୍ତ୍ରୀକୁ ପଟି ପିଟି ହତ୍ୟା କଲା ସ୍ୱାମୀ

( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ତିନିଦିନ ତଳେ ଘଟିଥିବା ଜଣାପଡ଼ିଛି। ଶନିବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ…
Read More...

ଚଳିତ ନିର୍ବାଚନରେ ବଢ଼ିବ ଭୋଟର ଭେରିଫାଏବୁଲ ପେପର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଚଳିତ ନିର୍ବାଚନରେ ବଢ଼ିବ ଭୋଟର ଭେରିଫାଏବୁଲ ପେପର ଅଡିଟ୍‌ ଟ୍ରେଲ-ଠଠଚଇଞ ପେପର୍‌ ସ୍ଲିପ୍‌ ଗଣତି ସଂଖ୍ୟା। ପୂର୍ବରୁ ପ୍ରତି ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ପୋଲିଂ ବୁଥରେ ହିଁ ଭିଭିପାଟ୍‌…
Read More...

ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ପଣା ସଂକ୍ରାନ୍ତି ଅଫର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ)  ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ପଣା ସଂକ୍ରାନ୍ତି ଅଫର ୧୪ ତାରିଖ ପର୍ୟ୍ୟନ୍ତ ଉପଲବ୍ଧ ହେବ । ଅନ୍‌ ବ୍ରାଣ୍ଡେଡ ଟୁ ବ୍ରାଣ୍ଡେଡ ନାମକ ଏହି ଫେଷ୍ଟିଭାଲ ଅଫରରେ ଗ୍ରାହକ ଆକର୍ଷଣୀୟ ମୂଲ୍ୟରେ ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡର ପୋଷାକପତ୍ର ଲାଭ କରିବାକୁ…
Read More...

ଆଦିବାସୀ ଯୁବତୀକୁ ଗଣଦୁଷ୍କର୍ମର

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ଗତକାଲି ଦେବଗଡ଼ ଥାନାଞ୍ଚଳର ଜଣେ ୨୨ ବର୍ଷ ବୟସ୍କା ଆଦିବାସୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ରବିବାର ସକାଳେ ଯୁବତୀ ଜଣକ ନିଜ ଘର ପଛ ବାଡ଼ିକୁ ଶୌଚ ପାଇଁ ଯାଇଥିଲେ। ସେତେବେଳେ ଦେବଗଡ଼…
Read More...

ଡ୍ୟୁରାସେଲ୍ ପକ୍ଷରୁ ନୂଆ ବ୍ୟାଟେରି

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଡ୍ୟୁରାସେଲ୍ ପକ୍ଷରୁ ନୂଆ ଆଲକାଲାଇନ୍ ବ୍ୟାଟେରି ଛୋଟା ପାୱାରର ବଜାର ପ୍ରବେଶ କରାଯାଇଛି। ଏହି ବ୍ୟାଟେରିରେ କମ୍ପାନି ସର୍ବାଧିକ ଗୋଟିଏ ବର୍ଷର ଗ୍ୟାରେଣ୍ଟି ପ୍ରଦାନ କରୁଛି। ରିମୋଟ୍ ଭଳି ଉପକରଣରେ ଏହି ବ୍ୟାଟେରିର ଉପଯୋଗ କରାଯାଇ ପାରୁଛି।…
Read More...

ମାଲ ପରିବହନରେ ତୃତିୟ ବନ୍ଦର ପାରାଦ୍ୱୀପ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଗତ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୨ଟି ବନ୍ଦର ମଧ୍ୟରେ ପାରାଦୀପ ଦ୍ବିତୀୟ ସ୍ଥାନରେ ରହିଛି। ୧୨ଟି ଯାକ ବନ୍ଦର ଗତ ଆର୍ଥିକ ବର୍ଷରେ ମୋଟ ୬୯୯.୦୪ ନିୟୁତ ଟନ୍ ମାଲ ପରିବହନ କରିଛନ୍ତି। ଏହା ପୂର୍ବ ବର୍ଷ ଦେଶର ପ୍ରମୁଖ ବନ୍ଦର ଗୁଡ଼ିକ ମୋଟ ୬୭୯.୩୭…
Read More...

ରାଜଧାନୀର ଖୋଲିଲା ବ୍ରାଣ୍ଡେଡ୍ ଗାର୍ମେଣ୍ଟ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ରାଜଧାନୀର ହୋଟେଲ ନିଉ ମାରିଅନ୍ ପରିସରରେ ବ୍ରାଣ୍ଡେଡ୍ ଗାର୍ମେଣ୍ଟ ସେଲ୍‌ ଆରମ୍ଭ ହୋଇଛି। ଅତ୍ୟନ୍ତ କମ୍ ମୂଲ୍ୟରେ ଏଠାରେ ବିଭିନ୍ନ ବ୍ରାଣ୍ଡ୍‌ର ରେଡିମେଡ୍ ପୋଷାକ ଉପଲବ୍ଧ ହେଉଛି। ଏହି ବିକ୍ରିରେ ନୂଆ ଷ୍ଟକ୍‌କୁ ମଧ୍ୟ ସାମିଲ କରାଯାଇଛି।…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଖୋର୍ଦ୍ଧା ଜିଲ୍ଲାର ତାଳଚୁଆ ପଥରମୁଣ୍ଡିଆ ପାହାଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି।ଏଥିସହ ପଥରଫଟା କାର୍ୟ୍ୟରେ ବ୍ୟବହାର କରାଯାଉଥିବା ଏକ ହିଟାଚି ମେସିନକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ତେବେ…
Read More...

ବର୍ଷ ଆରମ୍ଭରୁ ନୁଆ ରେକଡ଼

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ସେନ୍‌ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି। କାରବାର ଆରମ୍ଭରୁ ସେନ୍‌ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି। ସେହିପରି ନିଫ୍‌ଟି ମଧ୍ୟ ବୃଦ୍ଧି ପାଇ ୧୧ ହଜାର ୭ ଶହ ପଏଣ୍ଟ…
Read More...

ହରଭଜନ ସିଂହଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୩ ୱିକେଟରେ ୧୬୦ ରନ କରିଥିଲା । ଏହା ପରେ ପଂଜାବର ଟିମ କେଏଲ ରାହୁଲ (୫୫) ଏବଂ ସରଫରାଜ ଖାନ (୬୭)ଙ୍କ ଅର୍ଦ୍ଧଶତକ ପରେ ବି ୧୩୮ ରନରେ ନିୟନ୍ତ୍ରିତ ହୋଇ ଯାଇଥିଲା ।…
Read More...