ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଟ୍ରକ
(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : କଟକ ଜିଲ୍ଲା ଚୈାଦ୍ୱାର ମଙ୍ଗୁଳି ଛକରେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଓଲଟି ପଡ଼ିଛି । ଟ୍ରକଟି ଓଲଟି ପଡ଼ିବାରୁ ଡ଼୍ରାଇଭର ଜଣକ ତଳକୁ ଖସି ଗୁରୁତର ହୋଇପଡ଼ିଛନ୍ତି । ଗୁରୁତ୍ୱର ଡ଼୍ରାଇଭରକୁ ସ୍ଥାନୀୟ ଲୋକ ଓ ପୋଲିସର…
Read More...
Read More...