Browsing Tag

repoterstoday

ଥମୁନି ଝାଡ଼ାବାନ୍ତି

(ରିପୋଟରର୍ସ ଟୁର୍ଡ଼େ : ମୃତ୍ୟୂଞ୍ଜୟ ଭୋଇ ) : ବାଲେଶ୍ୱର ଜିଲ୍ଲା  ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ…
Read More...

ଆରପାରିରେ ଯାତ୍ରା ଅଭିନେତା

(ରିପୋଟରର୍ସ ଟୁଡ଼େ : ମୃତ୍ୟୁଞ୍ଜୟ ଭୋଇ ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାର ଜୟରାମପୁର ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ। ଶୁଭଲକ୍ଷ୍ମୀ ନାମକ ଯାତ୍ରାପାର୍ଟିରେ ହାସ୍ୟ କଳାକାର ଭାବେ ଅଭିନୟ କରୁଥିବା ତ୍ରିଲୋଚନ ରଣଜିତଙ୍କୁ ବିଳମ୍ବିତ ରାତିରେ ଭୋଗରାଇ ଅଞ୍ଚଳର କିଛି ଲୋକ ହତ୍ୟା କରି ଫିଙ୍ଗି…
Read More...

ପରଦାକୁ ଆସିବ ‘ଟିପଟିପ ବରଷା ପାନି’ ରିମେକ

(ପ୍ରିୟଦର୍ଶନୀ ସ୍ୱାଇଁ): ବଲିଉଡ଼ରେ ଆଗକୁ ଆସୁଥିବା ଫିଲ୍ମ ““suryavanshi””ରେ ପୁଣି ଆସିବ “ଟିପ ଟିପ ବରଷା ପାନି” ଗୀତର ରିମେକ । ରୋହିତ ସେଟ୍ଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ “suryavanshi' ରେ ଅକ୍ଷୟ କୁମାର ଓ କରିନା ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଅକ୍ଷୟ କୁମାର ଓ ରବିନା…
Read More...

ବିଦ୍ୟୁତ ତାରରେ ମହିଳା ମୃତ୍ୟୁ

(ପ୍ରିୟଦର୍ଶନୀ ସ୍ୱାଇଁ): ଝାରୁସୁଗୁଡ଼ା ରେଙ୍ଗାଲି ଥାନା ଅର୍ନ୍ତଗତ ପଲସଦା ପଞ୍ଚାୟତ ଝାରୁପଡ଼ା ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ହାତୀ ଓଡ଼ାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାର ମୃତ୍ୟୁ ହୋଇଛି । ରେଙ୍ଗାଲି ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଚେଦ ପାଇଁ…
Read More...

ପୋଖରୀରୁ ମୃତ ଦେହ ଉଦ୍ଧାର

(ପ୍ରିୟଦର୍ଶନୀ ସ୍ୱାଇଁ): ବ୍ୟାସଦେବ ନଗର ସହରର ଧବଳଗିରି-ଫେରୋକ୍ରୋମ ରାସ୍ଥାର ଡ଼ାହାଣ ପାଶ୍ୱର୍ରେ ଏକ ପୋଖଫରୀରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଧବଳଗିରିର ମହେନ୍ଦ୍ର ସିଂ ଙ୍କ ୩୬ବର୍ଷୀୟ ପୁତ୍ର ଦେବାଶିଷ ସିଂ ଓରଫ ନିଲୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର…
Read More...

ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଖାରବେଳ ଇଷ୍ଟେଟ ନିକଟ ନିଛାଟିଆ ଶ୍ମଶାନ ପଡିଆ ନିକଟରେ ଶନିବାର ସନ୍ଧ୍ୟାରେ ଡକାୟତି ହୋଇଥିଲା। ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖାରୁ ୨ ଜଣ କର୍ମଚାରୀ ଏକ ଓଲା କାରରେ ୩୫ଲକ୍ଷ ଟଙ୍କା ନେଇ ଶହୀଦନଗର…
Read More...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ରାଜ୍ୟରେ ପ୍ରାକ୍‌ ବଜେଟ୍‌ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥନୀତି ବିଶାରଦମାନେ ଉପସ୍ଥିତ ଅଛନ୍ତି । ବଜେଟ୍‌ ନେଇ ଲୋକଙ୍କ ମତାମତ ସଂଗ୍ରହ କରିଛି ଅର୍ଥ…
Read More...

ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ବଢିଲା ସମସ୍ୟା

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ସ୍ବିସ୍ ବ୍ୟାଙ୍କରେ କଳାଟଙ୍କା ରଖିଥିବା ଭାରତୀୟଙ୍କ ପାଇଁ ବଢିଲା ସମସ୍ୟା। ପାଖାପାଖି ୫୦ଜଣ ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ଜମାରାଶି ସମ୍ପର୍କରେ ଭାରତକୁ ତଥ୍ୟ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସ୍ବିଜରଲାଣ୍ଡ କର୍ତ୍ତୃପକ୍ଷ । ସ୍ବିସ୍…
Read More...

ବଜେଟ୍‌ ଅଧିବେଶନର ରାହୁଲ ଗାନ୍ଧୀ ଅନୁପସ୍ଥିତ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ନୂଆ ଲୋକ ସଭାର ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିଛନ୍ତି। ସେ କେରଳର ଓ୍ବାୟନାଡ୍‌ ଗସ୍ତରୁ ଆସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ…
Read More...

ନକ୍ସଲ ବିସ୍ଫୋରଣ: ୧୬ ଯବାନ ସହିଦ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ମହାରାଷ୍ଟ୍ରର ଗଡଚିରୋଲିରେ ନକ୍ସଲ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି । ଏହି ଆକ୍ରମଣରେ ୧୬ ଜଣ ଯବାନ ସହିଦ୍‌ ହେବା ସହ ଏକାଧିକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲମାନଙ୍କରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ,…
Read More...