ଆଗକୁ ଜାରି ରହିବ ମାଗଣା ଟୀକା : ବିଜୟ ପାଣିଗ୍ରାହୀ
କରୋନା ମୁକାବିଲା ପାଇଁ ରାଜ୍ୟରେ ଆଗକୁ ମଧ୍ୟ ମାଗଣାରେ ଟିକାକରଣ ଜାରି ରହିବ। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିକାକରଣ ଅବଧି ଗତକାଲି ସରିଥିଲା। ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ କୋଭିଡ ଟିକାକରଣର ଅମୃତ ମହୋତ୍ସବ…
Read More...
Read More...