୧୦ ଦିନରେ ୮ କୋଟିରୁ ଉଦ୍ଧ୍ୱ ଟଙ୍କା ଜବତ
ପାର୍ବଣ ପାଇଁ ସଜବାଜ ହଲାଣି ସହରାଞ୍ଚଳ ପୋଲିସ । ପ୍ରମୁଖ ସହରମାନଙ୍କରେ ଧାଡି କି ଧାଡି ପଇଁତରା ମାରୁଛନ୍ତି କମିଶନରେଟ ପୋଲିସ । ପାର୍ବଣରେ ଅପରାଧକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ୱତନ୍ତ୍ର କଟକଣାନାମା ଜାରି କରିଛନ୍ତି କମିଶନରେଟ ପୋଲିସ । ସେହିଭଳି ଅବକାରୀ ବିଭାଗ ତତ୍ତପରତା ଦେଖାଇ ବେଆଇନ…
Read More...
Read More...