Browsing Tag

Repoters Today

ଅନେକ ବିବାଦ ପରେ କାଲି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ : ଅନେକ ବିବାଦ ପରେ କାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତାକାଲି ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଘଣ୍ଟାରୁ ରାତି ୧୧ଟା ଭିତରେ ଏହି ନୀତି ସମ୍ପାଦିତ ହେବ। ଏହି ନୀତି ଚାଲୁଥିବା ସମୟରେ ସର୍ବସାଧାରଣ ଦର୍ଶନ…
Read More...

ବିସ୍ଫୋରକ ସହ ରକେଟ ଇଂଚର ଓ ବନ୍ଧୁକ ଜବତ କଲେ ବିଏସଏଫ ଯବାନ

କାଲିମେଳା : ସହୀଦ ସପ୍ତାହ ପରେ ପରେ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା । କାଲିମେଳା ଥାନା ଅନ୍ତର୍ଗତ ଆମପଦର ଏଲକାନୁର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛନ୍ତି । ୧୪୨ ବାଟାଲିୟନର ବିଏସଏଫ ଯବାନ ଆଜି ଏହି ଜଙ୍ଗଲରେ ସର୍ଚ ଅପରେସନ କରୁଥିବା…
Read More...

୨୦୨୩ ଦିନିକିଆ ବିଶ୍ୱକପ ଟିମ ଘୋଷଣା କଲା ଅଷ୍ଟ୍ରେଲିଆ

ବ୍ୟୁରୋ : ୨୦୨୩ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମ ଘୋଷଣା କରିଛି । ଟିମରେ ୧୮ ଜଣ ସଦସ୍ୟ ରହିଛନ୍ତି ଏବଂ ଲାବୁଶେନଙ୍କୁ ବାଦ ଦିଆଯାଇଛି । ଟିମରେ ଡେଭିଡ ଓ୍ଵାର୍ଣ୍ଣନର ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିଶ୍ୱକପ ଛଡା ନୂଆ ଟି-୨୦ ଅଧିନାୟକ ମଧ୍ୟ ଘୋଷଣା କରିଛି । ଏରୋନ ଫିଞ୍ଚ ଇଣ୍ଟରନ୍ୟାସନାଲ…
Read More...

ଓଡିଶା ପାଇଁ ଖୁସି ଖବର; ଏଥର କଳାହାଣ୍ଡିରୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଓଡିଶା ପାଇଁ ଖୁସି ଖବର, ଖୁବଶିଘ୍ର ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ଉଡିବ ବିମାନ । ଏହା ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ ଭରିବ । ଗତମାସରେ ଡିଜିସିଏ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି…
Read More...

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର, ତିନି ଜଣ ଗୁରୁତର

ବଡଚଣା / ବେଦପ୍ରକାଶ ନାୟକ : ଯାଜପୁର ବ୍ରିଜ ତଳକୁ ଖସି ପଡିଲା କାର ତିନି ଗୁରୁତର । ସୂଚନା ଅନୁଯାଇ ଗତ କାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥ ର ଝାଟିଆପଡା ନିକଟରେ ଏକ କାର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଛି । ବ୍ରିଜ ତଳେ ଯାଇଥିବା କୁଆଁରିଆ ନାଳରେ କାର ଟି ପଡି ଯିବାରୁ…
Read More...

ନିଶାସକ୍ତ ସ୍ୱାମୀର ଆକ୍ରମଣ ରେ ସ୍ତ୍ରୀ ମୃତ୍ୟୁ

ନବରଙ୍ଗପୁର / ଟୁକୁନା ଖୁରା : ନିଶାସକ୍ତ ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ। ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ନିଶାସକ୍ତ ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ ଡାଇଭଟ୍ଟା ଗାଁରେ ଘଟିଛି ଏପରି ଘଟଣା । ଗ୍ରାମର ରବି ଖିଲ ନିଜ ସ୍ତ୍ରୀ ସସ୍ମିତା ଖିଲଙ୍କୁ ହତ୍ୟା…
Read More...

ଯୁବ ଭୋଟରଙ୍କ ସଂଖ୍ୟା ବଢାଇବାକୁ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ

ବ୍ୟୁରୋ: ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ । ସଂଖ୍ୟା ବୃଦ୍ଧି ପାଇଁ କଲେଜ ସ୍ତରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ…
Read More...

ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ

ବ୍ୟୁରୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଜିତିଲା ୱେଷ୍ଟଇଣ୍ଡିଜ ।ଭାରତକୁ ୨ ୱିକେଟରେ ପରାସ୍ତ କରି ମ୍ୟାଚରେ ବିଜୟ କରିଛି । ଭାରତ ୧୫୨ ରନ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ ବିଶିଷ୍ଟ…
Read More...

ଓଡ଼ିଆରେ ନାମଫଳକ ଲେଖା ହୋଇନଥିବାରୁ ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଆରେ ନାମଫଳକ ଲେଖା ନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ୟ୍ୟାନୁଷ୍ଠାନ । ସମସ୍ତ ବ୍ୟବସାୟିକ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ରାଜ୍ୟର ସବୁ ସହରରେ ଚାଲିଛି ଓଡ଼ିଆ ନାମ ଫଳକ ତଦାରଖ ଓ ଚଢାଉ । ସବୁ ବ୍ୟବସାୟିକ…
Read More...

ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଅପେକ୍ଷା କରିଥିବା ବଙ୍ଗୀୟ ଭକ୍ତ ଅସୁସ୍ଥ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଅପେକ୍ଷା କରିଥିବା ଜଣେ ବଙ୍ଗୀୟ ଭକ୍ତ ଅସୁସ୍ଥ । ସିଂହଦ୍ୱାର ନିକଟରେ ଥିବା ବେରିକେଡରେ ହଠାତ ଅସୁସ୍ଥ ହୋଇ ପଡିଥିଲେ ଭକ୍ତ। ତୁରନ୍ତ ଶ୍ରୀ ମନ୍ଦୀର ପକ୍ଷରୁ ଡ୍ୟୁଟିରେ ଥିବା ପୁଲିସ ବେରିକେଡରେ ତାଙ୍କ ବିଶ୍ରାମର ବ୍ୟବସ୍ଥା କରିଥଲେ । ତାଙ୍କ…
Read More...