Browsing Tag

Repoters Today

ୱାର୍ଲଡ ସିଲ୍ଡ ସେଣ୍ଟର ସମୀକ୍ଷା କଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୁର :ଆଜି ୱାର୍ଲଡ ସିଲ୍ଡ ସେଣ୍ଟର ପରିଦର୍ଶନରେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଯୁବଗୋଷ୍ଠୀଙ୍କୁ ଉସାହ କରିବା ପାଇଁ ପ୍ରେରଣା ଦେଇଛନ୍ତି । ଓଡିଶାର ଯୁବ ଗୋଷ୍ଠାଙ୍କୁ ବିଶ୍ୁ ସ୍ଥରୀୟ କୈ÷ଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବା…
Read More...

ମହଲପଡ଼ାରେ ଅଏଲ ଇଣ୍ଡିଆ ପକ୍ଷରୁ ଜମି ଅଧିଗ୍ରହଣ

ଗୋପ / ଜୟନ୍ତକୁମାର ସେଠୀ ; ଗୋପ କୁସୁପୁର ପରେ ମହଲପଡା ଚିତ୍ରା ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କଲା ଅଏଲ ଇଣ୍ଡିଆ। ଆଜି ଅଏଲ ଇଣ୍ଡିଆ ପକ୍ଷରୁ ଗୋପ ମହଲ ପଡ଼ା ଚିତ୍ରା ର ପ୍ରାୟ ଶହେ ତିରିଶ ଜଣ ଚାଷ ଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରି ଚେକ ପ୍ରଦାନ କରିଛି ଅଏଲ ଇଣ୍ଡିଆ। ଏହି…
Read More...

ବାମନଘାଟିରୁ ୧୦ ଓସିଏସ

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ: ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ସଫଳ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାଇରଙ୍ଗପୁର ବ୍ଲକ ରୁ ତିନି ଜଣ,…
Read More...

ତେଜସ୍ୱୀ ନେବେ ସୁପ୍ରିମ ଦାୟିତ୍ୱ-ଲାଲୁ

ବ୍ୟୁରୋ:ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆର୍ଜେଡିର କାର୍ଯ୍ୟକାରୀଣି ବୈଠକରେ ଗୁରୁତ୍ୱପୂୂୂୂୂୂୂୂୂୂୂୂୂୂୂୂୂୂୂୂର୍ଣ୍ଣ ନିଷ୍ଫତି ନେଲେ ଲାଲୁ । ଦଳର ସୁପ୍ରିମ ଲାଲୁ ଯାଦଭ ଏହି ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏମିତି କି ଦଳର ପରବର୍ତ୍ତୀ…
Read More...

ସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହସ୍ତଶିଳ୍ପ ହେଉଛି ଏକ ଘରୋଇ ରୋଜଗାର ପନ୍ଥା । ଅଧିକାଂଶ ଲୋକେ ହସ୍ତତନ୍ତରୁ ହିଁ ପରିବାର ଚଳାଇଥାନ୍ତି । ହେଲେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଉନ୍ନତି ନଥିବାରୁ ପଶ୍ଚିମ ଓଡ଼ିଶାର ହସ୍ତଶିଳ୍ପ କଥା କେହି ଜାଣିପାରନ୍ତି ନାହିଁ । କିନ୍ତୁ ଆଜିକାଲି ଅନଲାଇନ ଯୁଗ…
Read More...

ଓସିଏସରେ ବରୀରୁ ୪ ସଫଳକାରୀ

ବରୀ / ସତ୍ୟଜିତ ବାରିକ :ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ମଣିଷ ଙ୍କୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚାଇ ଥାଏ। ଜୀବନରେ ବହୁ ବାଧା ବିଘ୍ନ ସତ୍ତ୍ୱେ ନିଧିଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଯେଉଁ ମାନେ ଉଦ୍ୟମ କରିଥାନ୍ତି ସେମାନେ ଦିନେ ନିଶ୍ଚୟ ସଫଳତା ପାଆନ୍ତି।ସେହିଭଳି ବରୀ ବ୍ଲକ ରେ ସିଭିଲ…
Read More...

ପ୍ରତିଶୋଧ ନେଲା ରୁଷ

ରିପୋଟର୍ସ ଟୁଡେ ବ୍ୟୁରୋ : ୟୁକ୍ରେନ ରାଜଧାନୀ କିଭ୍ ଉପରେ ହୋଇଛି ରକେଟ ଆକ୍ରମଣ । ସେଠାରେ ଏକାଧିକ ବିସ୍ଫୋରଣ ହୋଇଛି । ରୁଷ ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲା କିଭ ଉପରେ । ଆତଙ୍କ ଖେଳାଇଦେଇଛି ଏହି ବିସ୍ଫୋରଣ । ସାରା ସହର କଳା ଛାୟାରେ ପରିଣତ ହୋଇସାରିଛି । ଏ ସମସ୍ତ ତଥ୍ୟ କିଭ୍…
Read More...

ରାଇରଙ୍ଗପୁରରେ ନୂଆ ସପିଙ୍ଗ୍ ମଲ୍

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଏହି ସହର ଉପରେ ପଡୋଶୀ ଝାରଖଣ୍ଡ, ପଶ୍ଚିମବଙ୍ଗ ଲୋକେ ମଧ୍ୟ ନିର୍ଭର କରନ୍ତି ।ସହରର ବାଣିଜ୍ୟ ପେଣ୍ଠସ୍ଥଳୀ ହେଉଛି ରାଇରଙ୍ଗପୁର ।ହେଲେ ଏଠାରେ ସପିଂ ମଲ ନ ଥିବାରୁ ଏଠାକାର ଲୋକେ ସୁଦୂର…
Read More...

ଫିଫା ପାଇଁ କଳିଙ୍ଗ ଷ୍ଟାଡ଼ିଅମ ରଙ୍ଗାରଙ୍ଗ

ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ । ଆସନ୍ତା କାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ହେବ ବିଶ୍ୱ କପ ଫିଫା । ତେବେ ସେଥିପାଇଁ…
Read More...

ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳନ

ଗୋପ/ ଜୟନ୍ତ ସେଠୀ :ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଜନ୍ମ ମାଟିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୋପବନ୍ଧୁ ଙ୍କ ତ୍ୟାଗ କୁ ମନେ ପକାଇଛନ୍ତି ବିଭିନ୍ନ ବର୍ଗର ଲୋକେ । ଏହି କାର୍ୟ୍ୟକ୍ରମ ରେ ଅନେକ…
Read More...