Browsing Tag

Repoters Today

ମଦ୍ୟପ ବ୍ୟକ୍ତିଙ୍କ ଘରକୁ ଜିବାର ବନ୍ଦୋବସ୍ତ କରିବେ ସରକାର

ବ୍ୟୁରୋ: ଦୁର୍ଘଟଣା ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାଶ କରିଥାନ୍ତି । ମଦ୍ୟପ ମାନଙ୍କ ଦ୍ୱାରା ସଡକ ଦୁର୍ଘଟଣା ଅଧିକାଶଂ ସମୟରେ ହୋଇଥାଏ । କିଛି ଦେଶ ଏହା ଉପରେ କଠୋର କାର୍ଯ୍ୟ ଅନୁଷ୍ଠାନ ନିୟନ୍ତି ତ ଆଉକିଛି ଦେଶ ସଚେତନଧର୍ମୀ କାର୍ଯ୍ୟକ୍ରମ କରିଥାନ୍ତି । ଏହି ସବୁ ଭିତରେ ଇଟାଲି…
Read More...

ମୁଣ୍ଡଳୀ ନିକଟ ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ

ଭୁବନେଶ୍ୱର: ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ । ମୁଣ୍ଡଳୀ ନିକଟ ମହାନଦୀରେ ଘଟିଛି ଏଭଳି ଅଘଟଣ । ନିଖୋଜ ଛାତ୍ର କଟକ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏବେ ଦୁଇ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀର ଟିମ୍ । ବାଙ୍କୀ ଦେବୀଦ୍ୱାରା ପୀଠରେ ଗାଧୋଇବା ବେଳେ ଘଟିଛି ଅଘଟଣ । …
Read More...

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

ବ୍ୟୁରୋ : କ୍ରକେଟରୁ ୫ ଦିନ ପୂର୍ବେ ସନ୍ୟାସ ନେଇଥିବା କ୍ରିକେଟର ମନୋଜ ତିୱାରୀ ନିଜ ନିଷ୍ପତି ବଦଳାଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ମନୋଜ ଏବେ ବେଙ୍ଗଲ ପାଇଁ ଖେଳିବାକୁ ଚାହୁଁଛନ୍ତି । ବେଙ୍ଗଲ କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ତାଙ୍କୁ ଖେଳ ଜାରି ରଖିବା…
Read More...

ଘରୋଇ ଝଗଡା ସହି ନପାରି ନଦୀକୁ ଲମ୍ଫ ମାରିଲେ ମହିଳା

ପାରାଦୀପ: ମହାନଦୀରୁ ଉଦ୍ଧାର ହେଲେ ଜୀବିତ ମହିଳା ।ପରିବାରିକ କଳହକୁ ସହି ନପାରି ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି ମହିଳା । ମହାନଦୀକୁ ଲମ୍ଫମାରି ଜିବନ ଦେବାକୁ ପ୍ରୟାଶ କରୁଥିଲେ । ଜଗତସିଂହପୁର ଜିଲ୍ଲା ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ପ୍ରଖର ନଦୀର…
Read More...

ବନ୍ଦହେଲା ହିରାକୁଦର ୧୦ଟି ଗେଟ

ସମ୍ବଲପୁର : ହୀରୀକୁଦ ଜଳଭଣ୍ଡାର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି । କମିବା ଜଳସ୍ତରକୁ ଦେଖି ଆଜି ହୀରାକୁଦର ୧୦ଟି ଗେଟ ବନ୍ଦ କରିଛନ୍ତି କତ୍ତୃପକ୍ଷ । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମ ରହିଥିବାରୁ ଗେଟ ବନ୍ଦ କରାଯାଇଛି । ବାମ ପଟରୁ ୭ଟି ଏବଂ ଡାହାଣ ପଟରୁ ୩ଟି ଗେଟ ବନ୍ଦ…
Read More...

ନିଶାସକ୍ତ ହୋଇ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ

ଭୁବନେଶ୍ୱର: ମଧ୍ୟରାତ୍ରିରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ  । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକରେ ଥିବା କିମ୍ଭିରିଆ ବସ୍ତିରେ ଘଟିଛି ଏହିପରି ଏକ ଭୟାନକ ଘଟଣା । ଏହି ବସ୍ତିର ସତ୍ୟଘନ ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଜଣେ ଯୁବକ । ଯୁବକ ଜଣକ ନିଶାଶକ୍ତ…
Read More...

ଦୀର୍ଘ୍ୟ ୨୨ ଘଣ୍ଟା ପରେ ନଦୀରେ ଭାସି ଯାଇଥିବା କାଉଡିଆଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର/ଶରତ ନାୟକ: ୨୨ ଘଣ୍ଟା ପରେ ନଦୀରେ ଭାସି ନିଖୋଜ ଥିବା ଦୁଇ କାଉଡ଼ିଆ ମୃତ ଦେହ ଉଦ୍ଧାର । ଗତକାଲି ଶାଳନ୍ଦୀ ନଦୀରେ ଭାଶି ଯାଇଥିଲେ ଦୁଇ କାଉଡ଼ିଆ ଦୁଇ ଜଣ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ଗ୍ରାମରେ ଶାଳନ୍ଦୀ ନଦିରୁ ଜଳାଭିଷେକ ପାଇଁ ପାଣି ନେଇ ସାନଜୟୀ ଗ୍ରାମର…
Read More...

ମଲା ମାଛ ପାଇଁ ଧାରଣାରେ ବସିଲେ ଯୁବ ସମାଜସେବୀ

ଟାଙ୍ଗୀ / ବେଦପ୍ରକାଶ ନାୟକ : ରାସ୍ତା ରୋକ କରି ଗଣ ଧାରଣାରେ ବସିଛନ୍ତି ସମାଜସେବୀ ଆଉ ସାଙ୍ଗରେ ରହିଛି ମଲା ମାଛ ।ଯେ ପର୍ୟ୍ୟନ୍ତ ନ୍ୟାୟ ନମିଳିବ ସେ ପର୍ୟ୍ୟନ୍ତ ରାସ୍ତାରୁ ଉଠିବି ନାହିଁ ବୋଲି ନାରା ଦେଉଛନ୍ତି । ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ଆଜି ଏହି…
Read More...

ଅଲରାଉଣ୍ଡର ଜାଡେଜାଙ୍କ ନୂଆ ଟାଲେଣ୍ଟ; ଆମେରିକାରେ ଗଳିରେ କରୁଛନ୍ତି ଡ୍ୟାନ୍ସ

ବ୍ୟୁରୋ : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ନୂଆ ଟାଲେଣ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇଛି ।ଏସିଆ କପ୍ ଏବଂ ବିଶ୍ୱକପ ପୂର୍ବରୁ ପରିବାର ସହ ଛୁଟି ମନାଉଛନ୍ତି ଜାଡେଜା ।ଆମେରିକା ଗଳିରେ ଛୁଟିର ମଜା ନେଇ ନାଚୁଥିବାର ନଜର ଆସିଛନ୍ତି ଜାଡେଜା । ତାଙ୍କର ଏହି ଡ୍ୟାନ୍ସ ଦେଖି ତାଙ୍କ ଫ୍ୟାନ୍ସ…
Read More...

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି, କେନ୍ଦ୍ରୀୟ ବିଦ୍ୟାଲୟରେ ସାଂସଦ କୋଟା ସଂରକ୍ଷଣକୁ ମନା

ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି ।କେନ୍ଦ୍ରୟ ବିଦ୍ୟାଳୟରେ ସାଂସଦ କୋଟା ସଂରକ୍ଷଣ ରଖିବାକୁ ମନା କରିଛନ୍ତି କେନ୍ଦ୍ର ସରକାର ।ସଂସଦର ସଦସ୍ୟଙ୍କ କୋଟା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଲଟର ପ୍ରତି ସେକ୍ସନରେ ୪୦ରୁ ଅଧିକ ଛାତ୍ର ନାମ ଲେଖାଉଛନ୍ତି । ଏହାଦ୍ୱାରା ଛାତ୍ର ଶିକ୍ଷକଙ୍କ…
Read More...