Browsing Tag

Repoters Today

ସ୍ତ୍ରୀକୁ କୋଦାଳରେ ପିଟିପିଟି ମାରିଦେଲା ନୃସଂଶ ସ୍ୱାମୀ

ବୌଦ୍ଧ: ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃସଂଶ ସ୍ୱାମୀ । ଘରୋଇ କଳହ ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ କୋଦାଳରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ । ମୃତକ ମହିଳା ଜଣକ ହେଲେ କନକ ପ୍ରଧାନ । ହତ୍ୟାକାରୀ ସ୍ୱାମୀ…
Read More...

ରାସ୍ତା କାମ ଶେଷ ହେବାର ଗୋଟିଏ ଦିନ ପରେ ଉଠିଗଲା ପିଚୁ

ବାଲିପାଟଣା/ ବିଦ୍ୟା ଭୂଷଣ ଭୋଳ: ନିମ୍ନ ମାନର ରାସ୍ତା କାମକୁ ନେଇ ଦେଖିବାକୁ ମିଳିଛି ଜନ ଅସନ୍ତୋଷ। କାମ ହେବାର ଗୋଟିଏ ଦିନରେ ରାସ୍ତାରୁ ଉଠିଲା ପିଚୁ। ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ମାଳ ମାଳ ଯୋଜନା ପ୍ରଣୟନ କରୁଛନ୍ତି ସତ ହେଲେ ସେଇ ଯୋଜନା ଯେ, କେତେଦୂର ଲୋକଙ୍କ ପାଖରେ ପହଞ୍ଚିଛି ଓ…
Read More...

5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର

ଭୁବନେଶ୍ୱର: ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ୟ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା…
Read More...

ଗୁଳିମାରି ଡିଆଇଜିଙ୍କ ଆତ୍ମହତ୍ୟା

ତାମିଲନାଡୁ: ତାମିଲନାଡୁର କୋଏମ୍ବାଟୁର ରେଞ୍ଜ ଡିଆଇଜି ସି ବିଜୟକୁମାର ନିଜକୁ ଗୁଳିମାରି ହତ୍ୟା କରିଛନ୍ତି । ଆଜି ସକାଳେ ନିଜ କ୍ୟାମ୍ପ ଅଫିସରେ ନିଜ ମୁଣ୍ଡକୁ ଗୁଳି ମାରିଦେଇଛନ୍ତି । ତାମିଲନାଡୁର କୋଏମ୍ବାଟୁର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ…
Read More...

ଆଜିଠୁ +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ; ୧୩ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ୟ୍ୟାୟ ନାମଲେଖା ଆରମ୍ଭ ହୋଇଛି। ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ଚାଲିବ ନାମଲେଖା । ୭ରୁ ୧୩ ତାରିଖ ଯାଏ ନାମଲେଖା ପ୍ରକ୍ରିୟା ଜାରି ରହିବ। ଗତକାଲି ପ୍ରଥମ ପର୍ୟ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ ।…
Read More...

ଲଞ୍ଚ ଯାନ ସହିତ ଯୋଡା ହେଲା ଚନ୍ଦ୍ରାୟଣ -୩ ର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶ, ଜାଣନ୍ତୁ ଲଞ୍ଚ ପ୍ରସ୍ତୁତି କେଉଁ ଯାଏ…

ନୂଆଦିଲ୍ଲୀ: ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଥିବା ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ 'ଚନ୍ଦ୍ରାୟଣ -୩' ଏହାର ଏନକାପସୁଲେଡ୍ ଆସେମ୍ବଲି ବୁଧବାର ଏହାର ଲଞ୍ଚ ଯାନ ((LVM3) ) ସହିତ ଯୋଡା ହୋଇଛି । ଲଞ୍ଚ୍ ଭେଇକିଲ୍ ମାର୍କ -୩ ((LVM3) ୩) ହେଉଛି ଏକ ତିନି ପର୍ୟ୍ୟାୟ ମଧ୍ୟମ-ଲିଫ୍ଟ ଉତକ୍ଷେପଣ…
Read More...

ଗାଡ଼ି କାଗଜ ପତ୍ର ଯାଞ୍ଚ ନାଁରେ ଲୁଟୁଛନ୍ତି ସୁରକ୍ଷା କର୍ମୀ

ରବିନ୍ଦ୍ର କୁମାର ସାହୁ /ଥେରୁବାଲି:ରାୟଗଡ଼ା ଜିଲ୍ଲା ଥେରୁବ।ଲି ଇମ୍ଫା କାରଖାନା ଠାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଦୈନନ୍ଦିନ ଏହି କାରଖାନାରେ ବହୁ ସଂଖ୍ୟାରେ ଟ୍ରକ ଲୋଡ଼ିଙ୍ଗ ଓ ଅନ୍ ଲୋଡ଼ିଙ୍ଗ ପାଇଁ ଆସୁଥିବା ବେଳେ ସୁରକ୍ଷା ନା ରେ ଚାଲିଛି ବଟି ଆଦାୟ । ସରକାରଙ୍କ ନିୟମ ଅନୁସାରେ…
Read More...

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା; ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଏବେ ପତ୍ନୀ ବିଦ୍ୟା ଭାରତୀଙ୍କୁ ହାକୋର୍ଟରୁ ଆଶ୍ୱସ୍ଥି ମିଳିଛି । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ୩ ଜଣଙ୍କ ନାମରେ ଏନବିଡବ୍ଲୁ ଜାରି ହୋଇଥିଲା । ଏନବିଡବ୍ଲୁ ବାହାରିବା ପରେ ବିଦ୍ୟାଭାରତୀଙ୍କ ପାଇଁ…
Read More...

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ୨ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି । ଏହାଦ୍ଵାରା…
Read More...

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କଲେ ନବୀନ

ଭୁବନେଶ୍ୱର: ନବୀନ ନିବାସ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,…
Read More...