Browsing Tag

#REPOTERS TOADY

ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା; ହତ୍ୟା କରିଥିଲେ ପରିବାର ଲୋକେ

କଳାହାଣ୍ଡି/ଗୋଲାପ ସାହୁ: ଗତ ଦୁଇଦିନ ତଳେ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯେଉଁଥିରେ ତତ୍ପରତା ଦେଖାଇ ଥିଲା ପୋଲିସ।ଆଉ ଘଟଣାର ୨ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ।ସୂଚନା ଅନୁଯାୟୀ…
Read More...

ଜନ ଶୁଣାଣି ଅଭିଯୋଗ ମୋ ସରକାର ଅଧୀନକୁ ଆସିବା ଉପରେ ବିଜେପି ସାଧାରଣ ସମ୍ପାଦକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ମୋ ସରକାର ଅଧୀନକୁ ଆସିବ ଜନ ଅଭିଯୋଗ ଶୁଣାଣି । ଆସନ୍ତା ମାସରୁ ଲୋକଙ୍କୁ ଫୋନ କରି ଅଭିଯୋଗର ସମାଧାନ ପଚାରି ବୁଝିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରୁଛନ୍ତି। ଏହି…
Read More...

ନୋଡାଲ୍ ସ୍କୁଲର ମାନ୍ୟତା ମିଳିଛି କିନ୍ତୁ ଅସଜଡା ହୋଇ ପଡିରହିଛି ଭିତିଭୂମି

ବ୍ରହ୍ମଗିରି/ସୁଜିତ ସାହୁ: ନୋଡାଲ୍ ସ୍କୁଲର ମାନ୍ୟତା ମିଳିଛି କିନ୍ତୁ ଅସଜଡା ହୋଇ ପଡିରହିଛି ଭିତିଭୂମି। ନାହିଁ ନାହିଁରେ ଚାଲିଛି ଶିକ୍ଷା ବ୍ୟବସ୍ଥା। ଛାତ୍ର ଛାତ୍ରୀଙ୍କ ଭବିଶ୍ୟତକୁ ନେଇ ଉଠୁଛି ପ୍ରଶ୍ନ। ଗୋଟିଏ ଗୃହରେ ପଢୁଛନ୍ତି ୩ଟି ଶ୍ରେଣିର ପିଲା। ଆମେ କହୁଛୁ ପୁରୀ ଜିଲ୍ଲା…
Read More...

ମା’ର ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୁଃଖ

ଯାଜପୁର/ଜୟପ୍ରକାଶ ନାୟକ: ମା ହେଵତ ଅପର୍ଣ୍ଣାଙ୍କ ପରି,ନା ଭାଙ୍ଗି ପଡିଛନ୍ତି ନା ଭାଙ୍ଗିଛି ତାଙ୍କ ଦୃଢ ଇଚ୍ଛାଶକ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ମଣିଷ କରିବାକୁ ଜାରି ରଖିଛନ୍ତି ସଂଘର୍ଷ, ଖୁବ କମ ବୟସରେ ସ୍ୱାମୀଙ୍କୁ ହରାଇବା ପରେ କେମିତି ଦୁଇ ଛୁଆଙ୍କ ଭବିଷ୍ୟତ ଗଢିବେ କେମିତି…
Read More...

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ସନ୍ନିକଟ ଆଦର୍ଶ ବିଦ୍ୟାଳୟରେ ଆଜି ୭୪ ତମ ଵନୋତ୍ସବ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ…
Read More...

ଶରଦ ପାୱାରଙ୍କ ବଡ ଦାବି; ତିନି ମାସ ମଧ୍ୟରେ ଯାଇଥିବା ସମସ୍ତ ବିଧାୟକ ଫେରିବେ

ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାୱାରଙ୍କ ବିଦ୍ରୋହ ମଧ୍ୟରେ ଶରଦ ପାୱାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଅଜିତ ପାୱାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ ଯେଉଁମାନେ ମୋତେ ଛାଡିଛନ୍ତି ସେମାନେ ନିର୍ବାଚନରେ ହାରି ସାରିଛନ୍ତି। ସେ କହିଛନ୍ତି ଯେ…
Read More...

ଟୁଇଟରରେ ଲାଇଭ ଆସି ଅଭିଯୋଗ ଶୁଣିବେ କ୍ରୁଟ ଏମଡି ଅରୁଣ ବୋଥ୍ରା

ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କୁ ଆଉ ହେବନି ଅସୁବିଧା । ଦୈନନ୍ଦିନ ଜୀବନରେ ନିଜର କାର୍ଯ୍ୟ ପାଇଁ ମୋ ବସ ଉପରେ ନିର୍ଭର କରୁଥିବା ପ୍ରତିଦିନିଆ ଯାତ୍ରୀଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । କାରଣ ବିଭିନ୍ନ ସମୟରେ ବିବାଦରେ ରହୁଥିବା ମୋ ବସ’ର ସେବାରେ ଲୋକେ ଅସନ୍ତୁଷ୍ଟ ଜାହିର…
Read More...

ହସ୍ପିଟାଲ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ:ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଶିଶୁକୁ ବୋଲେରୋରେ ହସ୍ପିଟାଲ ନେଇ ଯାଉଥିବା ବେଳେ ଅଘଟଣ । ଟ୍ରକ ସହିତ ବୋଲେରୋ ଧକ୍କା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ବୋଲେରୋ ଭିତରୁ ମୃତଦେହ ବାହାର କରିବା…
Read More...

କେନ୍ଦ୍ରର ଆଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଇଇଚ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଶୁକ୍ରବାର (ଜୁନ୍ ୩୦) କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଅସାମ୍ବିଧାନିକ ଅଟେ। ସୁପ୍ରିମକୋର୍ଟରେ ଦାଖଲ…
Read More...

ସୁର ସଙ୍ଗୀତ କାର୍ଯ୍ୟକ୍ରମରେ ସଭିଙ୍କ ମନ ମୋହିଲେ ଶିଶୁ କଳାକାର

କଳାହାଣ୍ଡି/ ଜନକ ପୋଡ଼: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରାର ସପ୍ତମୀ ସାଂସ୍କୃତିକ ସନ୍ଧ୍ୟାରେ ମା ସେରାୱାଲୀ ସଙ୍ଗୀତ ଝଙ୍କାର ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ମନମୁଗ୍ଧ, ଚିତାକର୍ଷକ…
Read More...