ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ୍
ଭୁବନେଶ୍ୱର: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ରୋହିତ ଶର୍ମା, ଶୁବମନ ଗିଲ୍ ଓପନ କରିବେ ।…
Read More...
Read More...