Browsing Tag

Reports today

ରଥଯାତ୍ରା ଲାଗି ଆରଏଏଫର ମକଡ୍ରିଲ

ପୁରୀ: ରଥଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଜୋରଦାର କରାଯାଇଛି । ରଥଯାତ୍ରାରେ ସୁରକ୍ଷା ଲାଗି ରାପିଡ୍ ଆକ୍ସନ ଫୋର୍ସ (ଆର୍ଏଏଫ) ପକ୍ଷରୁ ମକଡ୍ରିଲ କରାଯାଇଛି । ସୁରକ୍ଷା ଲାଗି ୨ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହେବେ । ଏଥିରେ ୨୪୦ ଜଣ ଯବାନ ରହିବେ । ପୁରୀ ପୁଲିସକୁ ମଧ୍ୟ ଏଥିରେ ସାମିଲ…
Read More...

ମନ କି ବାତ୍‌ରେ ଇସାକ୍ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା, ଦିନ ମଜୁରିଆରୁ ପାଲଟିଛନ୍ତି ଇଣ୍ଟରନେଟ୍ ସେନସେସନ

ନୂଆଦିଲ୍ଲୀ: ୭୯ ତମ ମନ୍ କି ବାତ୍‌ରେ ଓଡ଼ିଆ ପୁଅକୁ ମୋଦିଙ୍କ ପ୍ରଶଂସା । ୟୁଟ୍ୟୁବର ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୋଦି କହିଛନ୍ତି । ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ…
Read More...

ପୋଷ୍ଟମୋର୍ଟମରେ ହାଇଦର ଦେହରୁ ବାହାରିଲା ୪ ଗୁଳି

ଭୁବନେଶ୍ୱର: କାଲି ହୋଇଥିଲା ଏନକାଉଣ୍ଟର  ।  ଆଜି ହେଲା ପୋଷ୍ଟ ମୋର୍ଟମ  । କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି  । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି  । ଶବବ୍ୟବଛେଦ ଗୃହରେ ଗତକାଲି ଠାରୁ ହାଇଦରର ମୃତ…
Read More...

ମହିଳା ସମାଜସେବୀଙ୍କୁ ଦୁର୍ବ୍ୟବହାର, ଇନଫୋସିଟି ଥାନାରେ ଏତଲା

ଭୁବନେଶ୍ୱର: ମହିଳା ସମାଜସେବୀଙ୍କୁ ଦୁର୍ବ୍ୟବହାର । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଇନଫୋସିଟି ଥାନା ଅଂଚଳରେ । ପଟିଆ ଅଂଚଳର ବାସୁଦେବ ଏନକ୍ଳେଭରେ ରହୁଥିବା ମହିଳା ସମାଜସେବୀ ତଥା ଜନନୀ ଫାଉଣ୍ଡେସନର ମୁଖ୍ୟ ମୋନାଲିସା ରଥଙ୍କୁ ବାସୁଦେବ ଏନକ୍ଳେଭର ପ୍ରେସିଡେଣ୍ଟ ଏବଂ ତାଙ୍କ ପୁଅ…
Read More...

ବଲାଙ୍ଗୀରରେ ପାରଳାଖେମୁଣ୍ଡି ପୋଲିସ, ବିଦ୍ୟା ଭାରତୀଙ୍କ ହଷ୍ଟେଲ ରୁମ ସିଲ

ବଲାଙ୍ଗୀର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତନାଘନା ଚଳାଇଛି ପାରଳାଖେମୁଣ୍ଡି ପୋଲିସ । ବଲାଙ୍ଗୀର ଏଲ.ଆଇ ତାଲିମ କେନ୍ଦ୍ରରେ ସାଢ଼େ ୪ ଘଣ୍ଟା ଧରି ତଦନ୍ତ କରିଛି ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ଟିମ । ଡେପୁଟି ଡ଼ାଇରେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ପିଅନଙ୍କୁ ଜେରା…
Read More...

ତାଲିବାନକୁ ପାକିସ୍ତାନର ନିର୍ଦ୍ଦେଶ, ଆଫଗାନିସ୍ତାନରେ ଭାରତର ଚିହ୍ନ ବର୍ଣ୍ଣ ରଖ ନାହିଁ

ନୂଆଦିଲ୍ଲୀ, ୧୮/୦୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାର୍ପଣ କରିବାପରେ ତାଲିବାନ୍‌ ଏବେ ରକ୍ତମୁଖା ହୋଇପଡ଼ିଛି । ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରାଇବାରେ ଲାଗିଛି । ଏହା ଭିତରେ ଭାରତକୁ କଳେ, ବଳେ ଓ କୌଶଳେ ହଇରାଣ କରିବାକୁ ଲାଗିପଡ଼ିଛି ପାକିସ୍ତାନ। ଏଥିପାଇଁ…
Read More...

ଜାମିଆର କବରସ୍ଥାନରେ ଦାନିଶି ସିଦ୍ଦିକଙ୍କ ହେବ ଅନ୍ତିମ ସଂସ୍କାର, ପ୍ରୋଟୋକଲ୍ ଭାଙ୍ଗି ମଞ୍ଜୁରୀ ଦେଲେ କୁଳପତି

ନୂଆଦିଲ୍ଲୀ ୧୮।୦୭: ଜାମିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟରେ ହେବ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ତଥା ପୁଲଟିଜର ବିଜେତା ଦାନିଶ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର। ଆଫଗାନିସ୍ତାନରେ ତାଲିବାନ ଆକ୍ରମଣରେ ଦାନିଶ ସିଦ୍ଦିକଙ୍କ ମୃତ୍ୟୁ ଘଟିଥିଲା। ଏହି ବିଷୟରେ ସୂଚନା ଦେଇଛି ଜାମିଆ ଇସଲାମିଆ ବିଶ୍ଵ…
Read More...

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ନାମକରଣ ପଛରେ କଣ ରହିଛି କାହାଣୀ, ରାବଣ ସହ ଅଛି ସମ୍ପର୍କ

ଦେଓଘର ୧୮/୦୭ : ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଦେଓଘରରେ ସ୍ଥିତ ବୈଦ୍ୟନାଥ ଅନ୍ୟତମ। ପୌରାଣିକ ବିଶ୍ୱାସ ଅନୁଯାୟୀ ମାତା ସତୀଙ୍କ ୫୨ ଖଣ୍ଡରେ ମାତା ସତୀଙ୍କ ହୃଦୟ ଏଠାରେ ପଡିଗଲା। ମନ୍ଦିରର ଶୀର୍ଷରେ ତ୍ରିଶୂଲ ପରିବର୍ତ୍ତେ ପଞ୍ଚସୁଲ ରହିଛି। ଏହାର ଦର୍ଶନ ଦ୍ୱାରା ହିଁ ସବୁ ମନୋସ୍କାମନା…
Read More...

ସ୍ମୃତିର ଓଡ଼ିଶା ପକ୍ଷରୁ ୭ମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଏବଂ ରଥଯାତ୍ରା ସମ୍ମାନ ୨୦୨୧ ଆୟୋଜିତ

ଭୁବନେଶ୍ୱର, ୧୮/୦୭: ସ୍ମୃତିର ଓଡ଼ିଶା ଆନ୍ତର୍ଜାତିକ ଟ୍ରଷ୍ଟ ପକ୍ଷରୁ ୭ମ ଜାତୀୟ ରଥଯାତ୍ରା ଭଜନ ସମାରୋହ ଏବଂ ୭ମ ରଥଯାତ୍ରା ସମ୍ମାନ ୨୦୨୧ ଆୟୋଜିତ ହୋଇଯାଇଛି । ପୁରୀରେ ଏହି ଟ୍ରଷ୍ଟ ଭଜନ ସମାରୋହ ଆୟୋଜନ କରିଥିବା ବେଳେ ଭର୍ଚୁଆଲ୍ ମୋଡ୍‌ରେ ମଧ୍ୟ ଆୟୋଜନ କରାଯାଇଥିଲା ।ଟ୍ରଷ୍ଟର ସଂସ୍ଥାପକ…
Read More...

ଜୁନ 15 ତାରିଖ ଯାଏ ଜଗା ଦର୍ଶନ ବନ୍ଦ

ଗୋପ/ଜୟନ୍ତ କୁମାର ସେଠୀ:   କୋଭିଡର ଦ୍ୱିତୀୟ ଲହର ଥମିବାର ନା ଧରୁ ନ ଥିବା ବେଳେ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଥିବା ଦର୍ଶନ କଟକଣା ବଢ଼ାଇ ଦିଆଯାଇଛି। ଜୁନ 15 ତାରିଖ ଯାଏ ଦର୍ଶନ କଟକଣା ଅବଧି ବଢାଯାଇଛି। ଏ ନେଇ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତ ଓ ଶ୍ରୀମନ୍ଦିର…
Read More...