Browsing Tag

reportestoday

ସୋରିଷ ତେଲ ଅସଲି କି ନକଲି ଜାଣିବା ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

(ଭୁବନେଶ୍ୱର /ରିପୋର୍ଟସଟୁଡେ): ପର୍ବପର୍ବାଣୀ ସମୟରେ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିବାବେଳେ ତେଲର ଚାହିଦା ଅଧିକ ବୃଦ୍ଧି ପାଇଥାଏ । ରିଫାଇନ, ଅଲିଭ ଓ ସୋରିଷ ତେଲର ବ୍ୟବହାର ଆମେ ଦୈନନ୍ଦିନ ଜୀବନରେ କରିଥାଉ। ତେବେ ସେହି ତେଲ ଅସଲି କି ନକଲି ଜାଣି ତାହାର ବ୍ୟବହାର କରିବା ଉଚିତ। ଅନେକ…
Read More...

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ମିଳିଲା ଶ୍ରେଷ୍ଠ ବିମାନବନ୍ଦରର ମାନ୍ୟତା

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଓଡିଶାର ସର୍ବବୃହତ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ୨୦୧୮ ବର୍ଷ ପାଇଁ ସମ୍ମାନ ଜନକ ଏଏସକ୍ୟୁ (ଏୟାରପୋର୍ଟ ସର୍ଭିସ କ୍ୱାଲିଟି ) ପୁରସ୍କାର ଲାଭ କରିଛି । ଏହି ବିମାନବନ୍ଦରର ଆକାର-ପ୍ରକାର ଏବଂ ଯାତ୍ରୀ ପରିବହନ କ୍ଷେତ୍ରରେ…
Read More...

ଶଙ୍କରାନନ୍ଦ ଗିରିଙ୍କ କୁଶପୁତ୍ତଳିକା ଦାହ କଲେ ନାଟ୍ୟ ମଣ୍ଡପରେ କଳାପ୍ରେମୀମାନେ

( ପୁରୀ / ଜୟନ୍ତ କୁମାର ସେଠୀ): ପ୍ରଶାସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ନାଟ୍ୟ ମଣ୍ଡପରେ ୧୪୪ ଧାରା ଜାରି କରାଯିବା ସହିତ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବକୁ ବନ୍ଦ କରି ଦିଆଯିବା ଘଟଣାକୁ ନେଇ ନାଟ୍ୟ ମଣ୍ଡପର ନୃତ୍ୟ ସଙ୍ଗୀତ , ଛାତ୍ରଛାତ୍ରୀ, ଅଭିଭାବକ ଓ କଳା ପ୍ରେମିମାନେ ମୁଁହରେ…
Read More...

ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ

( ଭଦ୍ରକ / ସେଖ ଫାଇଜାନ କାଦରୀ ) : ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ସକାଳ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି। ସେହିପରି ବନ୍ଦର ପ୍ରଭାବ…
Read More...

ଭିନ୍ନକ୍ଷମଙ୍କ ଭିନ୍ନ ଠକେଇ

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଓଲା ଉବେର ଚାଳକଙ୍କ ଠାରୁ ଠକେଇ ଅଭିଯୋଗରେ ଆଜି ସହିଦନଗର ଥାନା ପୋଲିସ ଜଣେ ଦିବ୍ୟାଙ୍ଗ ଯୁବକକୁ ଥାନାରେ ଅଟକ ରଖିଛି । ତାହା ନାଁ ନିଖିଲ ସ୍ୱାଇଁ । ଘର କଟକ ଲିଙ୍କ ରୋଡ ଅଞ୍ଚଳରେ । ସୂଚନାଅନୁଯାୟୀ , ଗତ ୬ବର୍ଷ ଧରି ରାଜଧାନୀରେ ବିଭିନ୍ନ ଟ୍ରାଭେଲ୍ସରୁ…
Read More...

ଆତଙ୍କୀ ହମଲାରେ ଭାରତର ପଦକ୍ଷେପ, ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁ ବାଦ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ଭାରତ ଏବେ ମୋଷ୍ଟ ଫେଭର୍‌ଡ ନେସନ୍‌ ମାନ୍ୟତାରୁ ପାକିସ୍ତାନକୁ ବାଦ୍‌ ଦେଇଛି। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ସୂଚନା ଦେଇଛନ୍ତି । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। । ସେ କହିଛନ୍ତି…
Read More...

ଭାଲେଣ୍ଟାଇନ୍ ଡେ ପଛର କହାଣୀ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ । ବିଶେଷ କରି ଯୁବପିଢି ଓ ଦମ୍ପତିମାନେ ଏହି ଦିନକୁ ଅପେକ୍ଷା ରଖିଥାଆନ୍ତି । କାରଣ ଏହିଦିନ ପାଳନ କରାଯାଏ ଭାଲେଣ୍ଟାନ୍ସ ଡେ’ ଅର୍ଥାତ୍‌ ଏହାକୁ ପ୍ରେମର ଦିବସ ବୋଲି ମଧ୍ୟ କୁହାଯାଏ । ଏହିଦିନ…
Read More...

କୋଷ୍ଟାଲ ପ୍ରକଳ୍ପକୁ ନେଇ ଶାସକ ଓ ବିରୋଧୀ ଦୋଷ ଲଦାଲଦି

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆଜି କୋଷ୍ଟାଲ ହାଇୱେ ରାଜ୍ୟ ସରକାର ଜାତୀୟ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । କିନ୍ତୁ କେନ୍ଦ୍ରର ପ୍ରସ୍ତାବରେ ସହମତି ପ୍ରକାଶ କରି ନାହିଁ ଓଡ଼ିଶା । ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ପାଇଁ ଏନ୍ଏଚ୍ଏଆଇ ପ୍ରସ୍ତାବ ଦେଇଛି…
Read More...

ପ୍ରଥମ ୪ ମାସ ପାଇଁ ୫୬,୯୨୧ କୋଟି ଟଙ୍କାର ବ୍ୟୟ ବରାଦ

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ): ଆଜି ବିଧାନସଭରରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୫୬,୯୨୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି…
Read More...

ସଲମାନଙ୍କ ଫୋନ କଲରେ ଗୋବିନ୍ଦା ଛାଡିଲେ ସିନେମା

(ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ସମୟ ଥିଲା ଯେତେବେଳେ ବଲିଉଡ ଛୋଟେମିଆଁ ଗୋବିନ୍ଦା ଜଣେ ବଡ ସୁପରଷ୍ଟାର ଥିଲେ । ତାଙ୍କ ତୁଳନାରେ ସଲମାନ ଖାନ ଅପେକ୍ଷାକୃତ ଛୋଟ । ଖାସକରି ନିର୍ଦ୍ଦେଶକ ଡେଭିଡ ଧୱନ- ଗୋବିନ୍ଦାଙ୍କ ଯୋଡି ବେଶ ଜମିଥିଲା ।ଏଭଳି ସମୟରେ ଦିନେ ସଲମାନ ଖାନ ଗୋବିନ୍ଦାଙ୍କୁ ଫୋନ କର…
Read More...