ଯୁଗ୍ମ ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ସତ୍ୟପାଠ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଯୁଗ୍ମ ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ନିୟମ କାରଣରୁ ଦିଲ୍ଲୀରେ ପ୍ରଦୂଷଣ କମିଥିବା ସତ୍ୟପାଠରେ କୁହାଯାଇଛି । ଦିପାବଳୀ ପରେ ଦିଲ୍ଲୀରେ କାର ଚଳାଚଳ ଉପରେ ଏହି ଯୁଗ୍ମ ଅଯୁଗ୍ମ ନିୟମ ଲାଗୁହେବ ବୋଲି ନିଷ୍ପତି ନେଇଛନ୍ତି…
Read More...
Read More...