Browsing Tag

reporterstodday

କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ କର୍ମୀ ଗୁରୁତର

(ରିପୋଟର୍ସ ଟୁଡେ): କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ ଆରପିଏଫ କର୍ମୀ। ତଦନ୍ତ କରିବାକୁ ଯାଇଥିବା ଆରପିଏଫ କର୍ମୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ କୋଇଲା ମାଫିଆ। ଏଥିରେ ୨ ଆରପିଏଫ କର୍ମୀ ଗୁରୁତର ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଧାମରା ସ୍ଥିତ…
Read More...

ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ପର୍ୟ୍ୟନ୍ତ ନଆଣିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର

(ଅରୁଣ କୁମାର ସାହୁ): ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଲୋକଙ୍କ ସୁରକ୍ଷା ଓ କରୋନା ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ୟ୍ୟ, ହୋଟେଲ ଓ ହସ୍ପିଟାଲିଟି, ଠିକାଦାର (ଉଭୟ ସରକାରୀ ଓ ଘରୋଇ) ଆଦିମାନଙ୍କୁ ରାଜ୍ୟ ବାହାରୁ…
Read More...

ପଶୁ ହତ୍ୟାର ବର୍ବର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଆପଣ ଜାଣନ୍ତି କୁମ୍ଭୀର ମଣିଷକୁ ଖାଇ ଥାଏ । ଏଭଳି ଘଟଣା ଅନେକ ଥର ଆପଣମାନଙ୍କ ସମ୍ନାକୁ ଆସିଛି । ନଦୀରେ ଗାଧୋଇଲା ବେଳେ ହେଉ କି କୁମ୍ଭୀର ଦେଖିବା ପାଇଁ ବୁଲିବାକୁ ଗଲାବେଳେ ହେଉ କିମ୍ବା ନଦୀ ଭିତରୁ ଲୋକଙ୍କୁ କୁମ୍ଭୀର ଟାଣି ନେଇ ତାର ଆହାର…
Read More...

କନ୍ଧମାଳ ଓ ବଲାଙ୍ଗୀରରେ ମୁଷଳ ଧାରାରେ ବର୍ଷା , ଜନଜୀବନ ଅସ୍ତବ୍ୟସ୍ତ

(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ମାତ୍ର ୩ ମିନିଟର ଘୁର୍ଣ୍ଣିବଳୟରେ ଛାରଖାର ହୋଇଛି ଫୁଲବାଣୀ ସହର ।ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ବିଦ୍ୟୁତ ତାର ଛିଣ୍ଡିପଡିଛି । ଆଜି ସକାଳେ ଘୁର୍ଣ୍ଣିବଳୟ ସହ ବର୍ଷା ଯୋଗୁଁ ସହରର…
Read More...

ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

(କାହ୍ନୁଚରଣ ସାହୁ / କଳାହାଣ୍ଡି): ଚିନ୍ତାରେ ଚାଷୀ ।ହଜାରେରୁ ଅଧିକ ଚାଷୀଙ୍କ ଅନଲାଇନରୁ ଟୋକନ୍ ଗାଏବ । କଳାହାଣ୍ଡି ଜିଲ୍ଲା କର୍ଳାମୁଣ୍ଡା ବ୍ଲକ ସଦର ମଣ୍ଡିରେ ଲଗାଣ ବର୍ଷାରେ ଭିଜିଲା ହଜାର ହଜାର କ୍ୱିଣ୍ଟାଲ ଧାନ । ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।…
Read More...

ପୁଲିସଠାରୁ ନ୍ୟାୟ ନପାଇ ପରିବାର ଲୋକ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଘରୁ ଡାକି ନେଇ ହତ୍ୟା କଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁ କଲା କିନ୍ତୁ ହତ୍ୟା କାଣ୍ଡ ଘଟାଇ ଥିବା ପ୍ରକୃତ ଅପରାଧିକୁ ପୁଲିସ ଧରିବା ପରିବର୍ତ୍ତେ ଆଉ କାହାକୁ ଧରି ଜେଲ ପଠାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏମିତି ଏକ ଘଟଣା ଘଟିଛି…
Read More...

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି ଅସୁସ୍ଥ , ଡମ୍ପରୁଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

(ମମତା ସାମଲ)ରିପୋର୍ଟସଟୁଡେ: ଅସୁସ୍ଥ ହୋଇ ପଡିଛନ୍ତି ଓଡିଶାର ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି । ହୃଦରୋଗରେ ପୀଡ଼ିତ ଥିବା ଡମ୍ପରୁଙ୍କ ପାଇଁ ତାଙ୍କ ଜ୍ୱାଇଁ ଆର୍ଥିକ ସହାୟତା ମାଗିଛନ୍ତି । ବର୍ତ୍ତମାନ ସେ ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତୁରନ୍ତ…
Read More...

ଘରେ ଦୁର୍ଗନ୍ଧ ପାଇଁ ରହିହେଉନି କି..?

(ସୌମ୍ୟ ରଂଜନ ସେଠୀ) : ବର୍ଷା ଦିନ ଆସିଗଲାଣି ଆଉ ଘର ଚିନ୍ତା ମଧ୍ୟ ଖୁବ ବଢି ଯାଇଥିବ । ଘର କଥା ମାନେ ଘରର ପରିଷ୍କାର ଓ ପରିଛନତା ଚିନ୍ତା । ଯୁଆଡେ ଯିବେ ପାଣି କାଦୁଅ ପଚର ପଚର । ବର୍ଷାରେ ଭିଜି ଘରକୁ ଆସିଲା ପରେ ଘର ସାରା ହୋଇଯାଏ କାଦୁଅ ଆଉ ସବୁଠୁ ଚିନ୍ତାର ବିଷୟ ଘରୁ ବାହାରି ଥାଏ…
Read More...

କୁୁଲଗାମା ଏନକାଉଣ୍ଟର, ୫ ଆତଙ୍କବାଦୀ ମୃତ

(ରିପୋଟର୍ସଟୁଡେ): ଜାମ୍ମୁ କାଶ୍ମୀର କୁଲଗାମାର କାଜିଗୁଂଡରେ ଶନିବାର ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ସେନାକୁ ବଡ ଧରଣର ସଫଳତା ମିଳିଛି । ସେନା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୁଲଜାର ପୈଡର ସହିତ ୫ଜଣ ଆତଙ୍କବାଦୀକୁ ମାରିଛି । ଗୁଲଜାର A+++…
Read More...