Browsing Tag

reporters tody

ବେଗୁନିଆପଡା ବ୍ଲକରେ ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ ଜିଲ୍ଲାପାଳ

ଗଞ୍ଜାମ : ବେଗୁନିଆପଡା ବ୍ଲକ ଗସ୍ତ କରି ନିର୍ବାଚନୀ ପ୍ରସ୍ତୁତି ତଦାରଖ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ରେ ବିଭିନ୍ନ ଭିତ୍ତିଭୂମି,ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ,ନିର୍ବାଚନ ନିମନ୍ତେ ଯାନ…
Read More...

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ଘର ସମେତ ଆଉ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ରାଉରକେଲାର ଛେଣ୍ଡ କଳିଙ୍ଗ ବିହାରସ୍ଥିତ ଏମଆଇଜି – ୨୭ ଓ ଏମଆଇଜି –୨୬୪…
Read More...

ଦୁଇ ଦିନିଆ ଓଡିଶା ଆସିଛନ୍ତି ଏଆଇସିସି ମୁଖପାତ୍ର ପବନ ଖେରା

( ମମତା ସାମଲ) : ଦୁଇ ଦିନିଆ ଓଡିଶା ଆସିଛନ୍ତି ଏଆଇସିସି ମୁଖପାତ୍ର ପବନ ଖେରା । ସେ ଅନୁଗୁଳ ଓ ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗଦେବେ । ରାଫେଲ ଡିଲ ନେଇ ଜନସାଧାରଣଙ୍କୁ ଉଦବୋଧନା ଦେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ଅନୁଯାୟୀ, ୧୦୦ ଜଣ କଂଗ୍ରେସ…
Read More...