Browsing Tag

Reporters Today

ସାଇବର୍ ଲୁଟେରାଙ୍କ ଟାର୍ଗେଟରେ ସାମ୍ବାଦିକ

ହ୍ୱାଟ୍ସଆପ୍ ଉପରେ ସାଇବର୍ ଆଟାକ୍ । ଯାହାକୁ ଏବେ ସ୍ପଷ୍ଟ କରିଛି ମେଟା କମ୍ପାନୀ । ଏହି ଟେକନିକରେ ଜିରୋ କ୍ଲିକ୍ ଟେକନିକର ବ୍ୟବହାର କରାଯାଇଥିଲା । ଏଥିରେ ପ୍ରାୟ ୯୦ରୁ ଅଧିକ ହ୍ୱାଟ୍ସଆପ୍ ୟୁଜର୍ସ ସାଇବର୍ ଲୁଟେରାଙ୍କ ଶିକାର ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁଶାରେ, ବର୍ତ୍ତମାନ…
Read More...

କେବିସି ହଟ୍ ସିଟରେ ଓଡ଼ିଆ ଝିଅ

କେବିସି ହଟ୍ ସିଟରେ ଓଡ଼ିଆ ଝିଅ । ଅନେକ ଦିନରୁ ଥିବା  ତାଙ୍କ ସ୍ୱପ୍ନ ପୂରଣ ହୋଇଛି । ରାଇରଙ୍ଗପୁର ଝିଅ କରିଶ୍ମା ଶର୍ମା । ଜିତିଛନ୍ତି ୧୨ ଲକ୍ଷ ୫୦ ହଜାର ଟଙ୍କା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁନିସିପାଲିଟି ୬- ନମ୍ବର ୱାର୍ଡର କରିଶ୍ମା ଶର୍ମା । କେବିସିର ସିଜିନ୍-୨୫ରେ ହଟ୍ ସିଟରେ…
Read More...

ଅକ୍ଷୟ ସେୟାର କଲେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ

କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ମଜାଦାର ସାକ୍ଷାତକାର ନେଇଥିବା ଅଭିନେତା ଅକ୍ଷୟ କୁମାର ଏବେ ଏକ ଭିଡିଓ ସେୟାର କରିଛନ୍ତି ।  ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟ ସହ ଜଡିତ କିଛି କଥା କହୁଛନ୍ତି। ଅକ୍ଷୟ କୁମାର କହିଛନ୍ତି ଯେ ଆପଣ ନିଜକୁ…
Read More...

ଆଦିବାସୀ ନୃତ୍ୟରେ ଝଲସିଲା ପଡିଆ

ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ଏଲ୍ସି. ସି. ରୂପେ ପରିଚିତ ର ଏକ ପୁରାତନ ବେସରକାରୀ ପ୍ରାପ୍ତ କ୍ଲବ୍। ଏହି କ୍ଲବ୍ ଦ୍ଵାରା  ଗତ ଶୁକ୍ରବାର ଦିନ ଲୁହାକାନୀ ଗ୍ରାମର ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ପଡ଼ିଆରେ ୨୧ତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ନିଆଁ ଲାଗି ଜଳିଗଲେ ଛେଳି

ଗୁହାଳରେ ନିଆଁ ଲାଗି  ଜଳିଗଲେ ଛେଳି । ଗତକାଲି ବିଳମ୍ବିତ ରାତିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାମପୁର ଥାନା ଅନ୍ତର୍ଗତ କାଈସକନ୍ଦା ଗାଁରେ ।  ସେହି ଗାଁର କିରଟି କଅର ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଆକସ୍ମିକ ଭାବେ ନିଆଁ ଲାଗିଥିଲା । ଯାହାଦ୍ବାରା ସେହି ଗୁହାଳ ଭିତରେ ବନ୍ଧା…
Read More...

ଉତ୍କର୍ଷ ଓଡିଶା କନକ୍ଲେଭ୍ 2025 ସଫଳତା ଆଣିଛି : ମୁଖ୍ୟମନ୍ତ୍ରୀ

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ,  ଉତ୍କର୍ଷ ଓଡିଶା କନକ୍ଲେଭ୍ 2025 ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ…
Read More...

ଶ୍ରୀଲଙ୍କା ନୌସେନାର ଗୁଳିରେ ପାଞ୍ଚ ଜଣ ଆହତ

ଆଜି ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନାର ଗୁଳିରେ ପାଞ୍ଚ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ସୂଚନା ଅନୁଶାରେ, ଆଜି 13 ଜଣ ମତ୍ସଜୀବୀ ମାଛ ଧରିବାକୁ ସକାଳେ ଯାଇଥିଲେ ।  ଆଉ ସେମାନଙ୍କୁ ଶ୍ରୀଲଙ୍କାର ନୌସେନା ଧରିବାକୁ ଚେଷ୍ଟା କରିଥିଲା । ଆଉ ଶ୍ରୀଲଙ୍କା ନୌସେନା…
Read More...

ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ

ଟ୍ରେନ୍ ଉପରକୁ ପଥର ମାଡ । ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ହୋଇଛି ପଥର ମାଡ । ହରପାଲପୁର ଠାରେ ଘଟିଛି କିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ସବୁଠୁ ବଡକଥା ହେଲା ଏହି ଟ୍ରେନରେ ମହାକୁମ୍ଭ ମେଳା ପାଇଁ ଯାତ୍ରୀ…
Read More...

କଲା ଏମ.ଇ ସ୍କୁଲ ପଡ଼ିଆରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ, କଲା ଏମ ଇ ସ୍କୁଲ ଖେଳ ପଡ଼ିଆରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଇଗ୍ ନୋ ନୂଆ ଦିଲ୍ଲୀର ପୂର୍ବତନ ଭାଇସ୍ ଚାନ୍ସେଲର  ଗୋପୀ ନାଥ ପ୍ରଧାନ ଯୋଗ ଦେଇଥିଲେ ।  ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସତ୍ୟ…
Read More...

ଯମୁନା ଯାଇ ବୁଡ ପକାଇପାରିବେ ତ କେଜ୍ରିୱାଲ ?

ଦିଲ୍ଲୀ  ନିର୍ବାଚନ ପାଖେଇ ଆସୁଛି ।  ଯାବାପାଇଁ ଏବେ  ରାଜନୈତିକ ଦଳ ଗୁଡିକ ଜୋରସୋର  ପ୍ରସ୍ତୁତିରେ  ଲାଗିପଡିଛନ୍ତି ।  ସବୁ ପାର୍ଟି ନିଜ  ପ୍ରାର୍ଥୀଙ୍କ ପାଇଁ  ପ୍ରଚାରରେ ଅଣ୍ଟା ଭିଡିଛନ୍ତି ।  ଆଉ  ପରସ୍ପର ମଧ୍ୟରେ ବୟାନ ବାଜି  ମଧ୍ୟ ଚାଲିଛି।  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ  ଯୋଗୀ…
Read More...