Browsing Tag

Reporters Today

ଆମ ନେତାଙ୍କ ଭୁଲ୍ ଭୁଲ୍ ନୁହେଁ

ସ୍ୱାର୍ଥ ଯେଉଁଠି ନବୀନ ସେଇଠି । ସମ୍ବେଦନଶୀଳ ଘଟଣାକୁ ନେଇ ମଧ୍ୟ ରାଜନୀତି କରିବାରେ ମାହିରେ, ବିଜୁ ଜନତା ଦଳ । ଯେଉଁ କଥାକୁ ଆମେ କହୁନୁ, ବରଂ ସେମାନଙ୍କ ହାବଭାବରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ଥରେ ଆପଣ ହିଁ ଭାବନ୍ତୁ, ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଏବେ ଫେରିଥିବା ନବୀନ, କିଛିଦିନ…
Read More...

ଓଲଟିଲା କାଉଡିଆଙ୍କ ଗାଡି

ଓଲଟିଲା କାଉଡିଆଙ୍କ ଗାଡି ।  ଫଳରେ ୫ ଜଣ କାଉଡିଆ ଗଭୀର ଭାବରେ ଆହତ ହୋଇଛନ୍ତି । ସୂଚନା ଅନୁଶାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଗତକାଲି ଜଳାଭିଷେକ ପାଇଁ ୧୨ ଜଣ କାଉଡ଼ିଆ ଭକ୍ତ ମହେନ୍ଦ୍ରଗିରି ଆସିଥିଲେ। କିନ୍ତୁ ମହେନ୍ଦ୍ରଗିରିରୁ ଫେରିବା ସମୟରେ, ବୁରୁଖତ ପାଖରେ ଗାଡି ଓଲଟି ପଡିଥିଲା ।…
Read More...

ଅମରେଶଙ୍କୁ ଫସା ଯାଇଛି ?

ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ, ନାବାଳିକା ଥିବା ବେଳେ, ଯୌନ ଶୋଷଣ ଓ ନିର୍ଯାତନା ଅଭିଯୋଗରେ ଅମରେଶଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ । ୭୨ ଘଣ୍ଟାର ଛକାପଞ୍ଝା ପରେ, ଶେଷରେ ନିଲମ୍ବିତ ବିଜେଡି କର୍ପୋରେଟର ଅମରେଶ୍ ଜେନାଙ୍କୁ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ପୋଲିସ୍ ବାନ୍ଧିଥିଲା । ଓ ଜାମିନ୍…
Read More...

ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ବିବାଦରେ ଟ୍ରମ୍ପଙ୍କ ଏଣ୍ଟ୍ରି

ପୁଣି ଟ୍ରମ୍ପଙ୍କ ଧମକ । ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ବିବାଦରେ ଏଣ୍ଟ୍ରି ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ନଚେତ୍ ବ୍ୟବସାୟ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏକ୍ସ ପୋଷ୍ଟରେ…
Read More...

ସାମ୍ବାଦିକମାନଙ୍କ ପାଇଁ ବଡ଼ ଘୋଷଣା

ନିର୍ବାଚନ ପ୍ରସ୍ତୁତିରେ ବିହାର । ଆଉ ଏହାରି ମଧ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମାନ୍ୟତାପ୍ର‌ାପ୍ତ ସାମ୍ବାଦିକମାନଙ୍କ ପେନ୍‌ସନ୍‌ ରାଶିକୁ ବୃଦ୍ଧି କରିଛି ନୀତୀଶଙ୍କ ସରକାର। ଯେୁଉଁଥିରେ ସାମ୍ବାଦିକମାନେ ମାସିକ ୬ ହଜାର ପରିବର୍ତ୍ତେ,…
Read More...

ଗୁଗୁଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ରାସ୍ତା

ଗୁଗୁଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ରାସ୍ତା । ଖାଲକୁ ଖସି ପଡ଼ିଲେ ମହିଳାଙ୍କ ସହ ତାଙ୍କ କାର୍ । ଆଉ ଏଭଳି ଏକ ଘଟଣା ଗଟିଛି ନଭି ମୁମ୍ବାଇରେ । ସୂଚନା ଅନୁଶାରେ, ଗୁଗୁଲ ମ୍ୟାପ୍ ଜରିଆରେ ଜଣେ ମହିଳା କାର୍ ଡ୍ରାଇଭିଂ କରି ବେଲାପୁରରୁ ଉଲୱେ ଯାଉଥିଲେ । ମହିଳାଙ୍କୁ ବେଲାପୁରରବେ ବ୍ରିଜ୍ ଯିବାର…
Read More...

ବୈଠକରେ କଣ ହେଲା ଲୋକ ଜଣିବାକୁ ଚାହୁଁଛନ୍ତି

ମହାନଦୀ ପ୍ରସଙ୍ଗକୁ ନେଇ ନବୀନଙ୍କ ଟ୍ୱିଟର(ଏକ୍ସ୍) ପୋଷ୍ଟ । ପୋଷ୍ଟରେ ନବୀନ କହିଛନ୍ତି, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ତେଣୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଅନେକ ଦିନରୁ ଲାଗି ରହିଥିବା ମହାନଦୀ ଜଳ ବିବାଦ ଉପରେ, ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା…
Read More...

ବନ କର୍ମଚାରୀ କାର୍ଯ୍ୟାଳୟରେ କାଠ ଫର୍ଣ୍ଣିଚର କାମ

ନୟାଗଡ଼ ରେଞ୍ଜ ଅଫିସରେ ଫର୍ଣିଚର୍‌ ଫ୍ୟାକ୍ଟ୍ରି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ଘଟଣାକୁ ଗୁରୁତର ସହ ନେଇ ପିସିସିଏଫ୍‌ଙ୍କୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ ବନବିଭାଗ ଜଙ୍ଗଲ ସୁରକ୍ଷା…
Read More...

ନେଟୱର୍କ ପାଇଁ ଗ୍ରାମବାସୀ ହନ୍ତସନ୍ତ

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅଧୀନ ଏମ.ଭି 79 ଗ୍ରାମବାସୀ ମାନେ, ଦୀର୍ଘ ୯ ମାସ ଧରି ହନ୍ତସନ୍ତ ହେଉଛନ୍ତି । କାହିଁକି ନାଁ, ଯଦି କୌଣସି ମୁହୂର୍ତ୍ତରେ କରେଣ୍ଟ ପଳାଉଛି । ତାହେଲେ  ମୋବାଇଲରୁ ନେଟୱାର୍କ  ଉଭାନ ହୋଇଯାଉଛି । ଏବଂ କରେଣ୍ଟ ଆସିବାର ପାଖା ପାଖି ୪୦ ମିନିଟ ରୁ ଏକ…
Read More...

ଟଙ୍କା ଦେଇ ଭିଡ ଜମାଇଥିଲେ !

ମେଡିକାଲରୁ ଡିସଚାର୍ଜ ହେବାପରେ, ବବି ଦାସ ଆରମ୍ଭ କରିଛନ୍ତି “ଅସୁସ୍ଥତା-୨.୦”ର ନାଟକ । ଲୋକସେବା ଭବନ ଏବଂ ଏମ୍ସ ମେଡିକାଲରେ ଏହି ନାଟକର ପ୍ରଥମ ଭାଗ ପୁରା ରାଜ୍ୟକୁ ଦେଖାଇ ସାରିଥିବା ବବି ଦାସ, ଗତକାଲି ଯାଜପୁର ସ୍ଥିତ ତାଙ୍କ ବାସଭବନରେ ଆରମ୍ଭ କରିଥିଲେ ଏହାର ଦ୍ୱତୀୟ ଭାଗ । ଫରକ କେବଳ…
Read More...