ଆଜିଠୁ ଆରମ୍ଭ ହୋଇଯାଇଛି ରମଜାନ
ଭୁବନେଶ୍ୱର; ଆଜିଠୁ ଆରମ୍ଭ ହୋଇଯାଇଛି ରମଜାନ । ଇସଲାମର ସବୁଠାରୁ ପବିତ୍ର ମାସ ରମଜାନ । ଆଧ୍ୟାତ୍ମିକ ,ଭକ୍ତି ଓ ପ୍ରାର୍ଥାନର ମାସ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରହି ନମାଜ ପାଠ କରିଥାନ୍ତି । ମାସେ ଧରି ଚାଲିବ ଏହି ଧର୍ମମାସ। ସକାଳୁ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି…
Read More...
Read More...