Browsing Tag

reporters taday

ସଲମାନ ଖାନ ଦେଖାଇଲେ ସିକ୍ସ ପ୍ୟାକ୍ ଭିଡିଓ ହେଲା ଭାଇରାଲ

ମୁମ୍ବାଇ:ସଲମାନ ଖାନଙ୍କ ଆଗାମୀ ଚ୍ଚଳଚିତ୍ର ‘କିସି କା ଭାଇ କିସି କି ଜାନ'ର ଟ୍ରେଲର ଲଞ୍ଚ ସହ ସଲମାନ ଖାନଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ସଲମାନ ଖାନ ସାମ୍ବାଦିକ ସମ୍ମିଳନୀରେ ସାର୍ଟଲେସ୍ ଯିବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ସେ ପାପାରାଜିଙ୍କ କହିବା ଅନୁସାରେ…
Read More...

ନୋ ହେଲମେଟ୍ ନୋ ପେଟ୍ରୋଲ 

ସୋନପୁର:‘ନୋ ହେଲମେଟ୍ ନୋ ପେଟ୍ରୋଲ’କୁ ସମଗ୍ର ସୋନପୁର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ବୈଠଜ କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି ।ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ନୋ ହେଲମେଟ ନୋ ପେଟ୍ରୋଲକୁ…
Read More...

କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

(ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏଠାରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ରାଧାକୃଷ୍ଣ ବେଶ ହୋଇଥିଲେ । ବିଦ୍ୟାଳୟ ତରଫରୁ ଦଧି ହାଣ୍ଡି ଭାଙ୍ଗିଥିଲେ ପରେ ରାଧା କୃଷ୍ଣଙ୍କୁ…
Read More...