ଆଜିଠୁ ପୁଣିଥରେ ଖୋଲିଲା ଏମସ ଓପିଡି
ଭୁବନେଶ୍ୱର: ଆଜିଠୁ ପୁଣିଥରେ ଏମସ ଓପିଡି ଖୋଲାଯାଇଛି । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠୁ ଖୋଲିଛି ଏମସ ଓପିଡି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡମିସନ ଏବଂ ଓଟି…
Read More...
Read More...