Browsing Tag

reporrterstoday

ବ୍ରଜପାତରେ ୨ମୃତ,୪ଗୁରୁତର

(ରିପୋର୍ଟସଟୁଡେ): ତୀବ୍ର ଅବପାତ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ମଧ୍ୟ ବର୍ଷା, ଘଡ଼ଘଡ଼ି ଲାଗି ରହିଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ…
Read More...

କ୍ୟାପିଟାଲ ହସ୍ପିଟାଲରେ କୋରୋନା ସନ୍ଦିଗ୍ଧ

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଳଦିଆ ନୂଆଗାଁରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛି । ସେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ। ଥଣ୍ଡା, କାଶ ଓ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଛି।…
Read More...

‘ଭାରତ ମାଟ୍ରିମୋନି’ ର ବ୍ରାଣ୍ଡ ଆମ୍ବାସାଡର ହେଲେ ମହେନ୍ଦ୍ର ସିଂ ଧୋନୀ

(ରିପୋର୍ଟସ ଟୁଡ଼େ): ନିକଟରେ ‘ଭାରତ ମାଟ୍ରିମୋନି’ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତାର ନିଜ ବ୍ରାଣ୍ଡ ଆମ୍ବାସାଡର କରିଛି। ଅନ୍ୟପଟେ ଧୋନି ଏବେ ପୂରା ଫ୍ରି ଅଛନ୍ତି। ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ରେ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିବାରୁ…
Read More...