ସୁବର୍ଣ୍ଣପୁରରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ
(ଓମପ୍ରକାଶ ମିଶ୍ର/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ରାମକୃଷ୍ଣ ନଗର ଠାରେ ଭାରତୀୟ ଜନତା ପାର୍ଟିର କାର୍ୟ୍ୟାଳୟ ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଭାପତି ବିଜୟ ମହାକୁଡ ଓ ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀଙ୍କ ଦ୍ୱାରା ଏହି କାର୍ୟ୍ୟାଳୟ ଉଦଘାଟିତ ହୋଇଛି…
Read More...
Read More...