Browsing Tag

reporetrs today

କେରଳର କିଛି ଅଞ୍ଚଳକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର:କେରଳ ଛୁଇଁଲା ମୌସୁମୀ । ଲାକ୍ଷାଦ୍ୱୀପ ସହ କେରଳର କିଛି ଅଞ୍ଚଳକୁ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ ପହଞ୍ଚିଲା ମୌସୁମୀ । ଜୁନ ୧୫ପରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ଜୁନରେ ସ୍ୱାଭାବିକ ଠାରୁ କମ ରହିବ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ…
Read More...

ତିନି ମାସରେ ପହଞ୍ଚିଲା ଶ୍ରୀଲଙ୍କା ସଙ୍କଟ

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି। ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷସେଙ୍କ ପଳାୟନ ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ପଶି ବିକ୍ଷୋଭ କରୁଛନ୍ତି। ତେବେ ଗତ ତିନି ମାସ ଧରି ଶ୍ରୀଲଙ୍କାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପରିସ୍ଥିତି…
Read More...

ଏହି ଗଛକୁ ଛୁଇଲେ ହାତ ହୂଏ ଏଭଳି ଅବସ୍ଥା

(ପ୍ରିୟଦର୍ଶନୀ ସ୍ୱାଇଁ): ପ୍ରକୃତିର ସୌନ୍ଦ୍ରର୍ଯ୍ୟରେ ବିମୋହିତ ବିଶ୍ୱ କିନ୍ତୁ ଏପରି କିଛି ସ୍ଥାନ ରହିଚି ଯାହା ସମସ୍ତଙ୍କୁ ଚକିତ କରାଇଦେଲା ଭଳି ଘଟଣା । ଏପରି ଏକ ଗଛ ରହିଛି ଲଣ୍ଡନରେ । ଯାହାକୁ ସ୍ଥାନୀୟ ଲୋକ ହୋଗବୀଜ ବା କିଲର ଟ୍ରି ବୋଲି କହିଥାନ୍ତି । କିନ୍ତୁ ବିଜ୍ଞାନିକମାନେ ତାହାକୁ…
Read More...

ଆଜି ଇଡ଼ଲି ଦିବସ

(ପ୍ରିୟଦର୍ଶନୀ ସ୍ୱାଇଁ/ଭୁବନେଶ୍ୱର): ଇଡଲୀ ବହୁ ପୁରାତନ ଖାଦ୍ୟ ଅଟେ । ଇଡଲୀ ଭାରତରେ ଅତି ଲୋକପ୍ରିୟ ହାସଲ କରିଛି । ଲୋକପ୍ରିୟ ଏତେ ହୋଇଗଲା ଯେ ଏହାକୁ ନେଇ ଏକ ଦିବସ ପାଳନ କରାଯାଉଛି। ଏଥିପାଇଁ ସବୁ ବର୍ଷ ମାର୍ଚ୍ଚ ୩୦ରେ ‘ଇଡଲୀ ଦିବସ’ ପାଳନ କରାଯାଏ। ଏହି ଡିସ ଇଣ୍ଡୋନେସିୟା ରୁ ଭାରତ ୮୦୦…
Read More...

ଅଗଣାରେ ଓସ୍ତ ଗଛ ରହିଛି କି ? ତେବେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ ..

(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟରର୍ସ ଟୁଡ଼େ)ଭୁବନେଶ୍ୱର : ଗଛ ଲଗାଇବା ଏବଂ ଗଛକୁ ବଞ୍ଚାଇବା ଏକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅଟେ । ଗଛର ଅବଦାନ ଜୀବଜଗତ ପାଇଁ ବହୁ ମୂଲ୍ୟବାନ  । ତେବେ ଶାସ୍ତ୍ର ଅନୁସାରେ ଏମିତି ଅନେକ ଗଛ ରହିଛି ଯାହା ଘର ଚାରିପାଖରେ ରହିବା ଶୁଭ ଏବଂ ଅଶୁଭ ହୋଇଥାଏ । ଏହି…
Read More...

ଚା ପତି ଫୋପାଡ଼ି ଦେଉଛନ୍ତି କି ? ବ୍ୟବହାର କରନ୍ତୁ ଏହି କାମରେ..

(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟର୍ସ ଟୁଡ଼େ) ଭୁବନେଶ୍ୱର: ଘରେ ବ୍ୟବହାର ହେଉଥିବା ଚାପତି ଗୁଣ୍ଡ ଥରେ ବ୍ୟବହାର କରିବା ପରେ ସମସ୍ତେ ପତି ଗୁଣ୍ଡକୁ ଫୋପାଡ଼ିଦିଅନ୍ତି । କିନ୍ତୁ ଏହି ଚା ପତି ଗୁଣ୍ଡ ବହୁୁତ ଉପକାରୀ ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା ବ୍ୟବହୃତ ଚା ପତି ଗୁଣ୍ଡକୁ କେଉଁ…
Read More...

ବଡୋଦରାଠାରେ ମୋଦୀଙ୍କ ବାୟୋପିକ୍‌ରେ ଗୋଧ୍ରାକାଣ୍ଡ

 (ରିପୋଟର୍ସ ଟୁଡ଼େ / ଭୁବନେଶ୍ୱର) : ବଡୋଦରାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ସୁଟିଂ ହୋଇଯାଇଛି । ରବିବାର ଦିନ ଦୁଇଟି ଷ୍ଟେସନ ମଧ୍ୟରେ ଏକ ଜଳନ୍ତା ଟ୍ରେନ୍‌ ଦେଖିବାକୁ ମିଳିଥିଲା। ଯାହା ଦେଖି ଲୋକେ ସେଠାରେ ଗୁଣ୍ଡ ହୋଇଥିଲେ। ସମସ୍ତେ ଭାବିଲେ କି ବୋଧହୁଏ ଟ୍ରେନର…
Read More...

ସ୍ମାର୍ଟ ଫୋନ ଶୋଇବା ବେଳେ ବିଛଣାରେ ରଖିବା କ୍ଷତିକାରକ

(ପ୍ରିୟଦର୍ଶନୀ ସ୍ୱାଇଁ/ ରିପୋଟର୍ସ ଟୁଡ଼େ) ଭୁବନେଶ୍ୱର : ଆଜିକାଲି ସ୍ମାର୍ଟ ଯୁଗ ସାଙ୍ଗକୁ ବିଭିନ୍ନ ସ୍ମାର୍ଟ ଯନ୍ତ୍ରପାତି ଆମର ଅତ୍ୟାବଶ୍ୟକୀୟ ଅଭ୍ୟାସରେ ପରିଣତ ହୋଇଗଲାଣି । ଯେପରିକି ବାଇକ , ସ୍ମାର୍ଟଫୋନ୍ ଇତ୍ୟାଦି । ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅଙ୍ଗ ପାଲଟିଗଲାଣି । ବାଥରୁମ ଗଲେ ବି…
Read More...