Browsing Tag

repoerterstoday

ଆଇପିଏଲରେ ଆପଲ୍ ସିଇଓ

ନୁଆଦିଲ୍ଲୀ: ଚଳିତ ଆଇପିଏଲରେ ଆପଲ ସିଇଓ ଟିମ୍ କୁକ୍ ଖେଳ ଦେଖିବାର ନଜର ଆସିଛନ୍ତି । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପଟେନ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚାଲିଥିବ ମ୍ୟାଚ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା । ଟିମ କୁକ୍ଙ୍କ ସହ ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ବିସିସିଆଇ ଉପ…
Read More...

ନନ୍ଦନକାନନ ପାଚେରୀ କଡରେ ହାତୀପଲ

ଭୁବନେଶ୍ୱର : ରାଜଧାନୀ ମୁଁହା ହାତୀ ପଲ । ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ । ନନ୍ଦନକାନନରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ସେମାନଙ୍କ ମଧ୍ୟରେ ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…
Read More...

ମାଓବାଦୀଙ୍କ ଶୋକ ରାଲିର ଭିଡିଓ ଭାଇରାଲ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଓବାଦୀ ଜାରି କଲେ ଏନକାଉଣ୍ଟର ବେଳର ଭିଡିଓ। ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ନିଜର ସାଥୀମାନଙ୍କର କିପରି ଅନ୍ତେଷ୍ଟକ୍ରିୟା କରୁଛନ୍ତି । ସେମାନଙ୍କର ଶବକୁ ନେଇ ଜଂଗଲରେ ରାଲି କରୁଛନ୍ତି ଏହାର ଏକ ଭିଡିଓ ଗଣମାଧ୍ୟମଙ୍କୁ ପ୍ରେରଣ…
Read More...