ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ
(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ରବିବାର ଦିନ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ବବୁଲ ନାୟକ ସହ ରାଙ୍ଗାର ବିବାଦ ଲାଗି ରହିଥିଲା। କୌଣସି କାରଣକୁ ନେଇ ଗତ ଡିସେମ୍ବର ମାସରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଙ୍ଗା ପ୍ରତିଶୋଧ ପରାୟଣ ହୋଇ ବବୁଲଙ୍କୁ…
Read More...
Read More...