ଖଡିଆ ସାଂସ୍କୃତିକ ସମାଜର ମହାସମାବେଶ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମଙ୍ଗଳପୁର ଠାରେ ଖଡିଆ ଆଦିବାସୀ ସମାଜର ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାରୁ ପାଖାପାଖି ବାରଶହ ଖଡିଆ ସମାଜ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ସମାଜରେ କିପରି ଖଡିଆ ସମାଜର ଶିକ୍ଷା,…
Read More...
Read More...