ଦୁଇ ଦିନରେ ୪ଲକ୍ଷ ୮୬ ହଜାର ପଞ୍ଜିକରଣ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗତ ଦୁଇ ଦିନରେ ପଞ୍ଜିକରଣ କରିଛନ୍ତି ୪ଲକ୍ଷ ୮୬ହଜାର ଓଡିଆ । କୋରୋନା ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ରହିଛି । ରାଜ୍ୟ ବାହାରେ ପ୍ରବାସୀ ଓଡିଆ ଫସି ରହିଥିବା ବେଳେ ସେମାନଙ୍କୁ ଓଡିଶା ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆଜି…
Read More...
Read More...