ପ୍ଲେ ଅଫ୍ରେ ଗୁଜରାଟ ସହ ବେଙ୍ଗାଲୁରୁ, ପଞ୍ଜାବ
ନୂଆଦିଲ୍ଲୀ-: ଆଇପିଏଲ୍ର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ରବିବାର ଗୁଜରାଟ ଟାଇଟନ୍ସ ଧମାକାଦାର କ୍ରିକେଟ୍ ଖେଳି ୧୦ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ବିଜୟ ପରେ ଗୁଜରାଟ ସହ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସକୁ ମଧ୍ୟ ପ୍ଲେ ଅଫ୍କୁ…
Read More...
Read More...