ସୋସିଆଲ ମିଡ଼ିଆରେ ଅନୁଷ୍କାଙ୍କୁ ଦିଲ୍ ଦେଲେ ବିରାଟ, ଫୋଟ ଭାଇରଲ
ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଆଇପିଏଲରେ ବ୍ୟସ୍ତ ଅଛନ୍ତି। ତେବେ ଚଳିତ ବର୍ଷର ଆଇପିଏଲରେ ତାଙ୍କ ପାଇଁ ଅନେକ ଜିନିଷ ନୂଆ ଅଟେ | ସେ ଆଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ନୁହଁନ୍ତି ଏବଂ ପ୍ରଥମ ଥର ପାଇଁ ଆଇପିଏଲରେ ଜଣେ ଅଧିନାୟକ ନୁହେଁ ବରଂ ଜଣେ…
Read More...
Read More...