Browsing Tag

Rayagada

ମାଁ ବୁଢି ଠାକୁରାଣୀ ଓ ବୁଢାରାଜାଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ

(ରାୟଗଡା/ ସନ୍ତୋଷ କୁମାର ଲମତା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅଧିନସ୍ଥ ରାଉତପରଡି ଗୁଡା ଗାଁରେ ମାଁ ବୁଢୀ ଠାକୁରାଣୀ ଓ ବୁଢାରାଜା ଙ୍କ ବାର୍ଷିକ ଚୈତ୍ର ଯାତ୍ରା ଅନୁଷ୍ଠିତ ହୋଇଛି ।ଏଥିରେ ପୂଜକ ବିଶ୍ୱନାଥ ରାଉତଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାପାଠ…
Read More...

ନିର୍ବାଚନ ମଇଦାନରେ ଶିକ୍ଷିତା ଆଦିବାସୀ ମହିଳା

ରାୟଗଡା(ମନୋଜ କୁମାର ସାହୁ)-ରାୟଗଡା ପୋୖର ପରିଷଦ ନିର୍ବାଚନ ର ଅଧ୍ୟକ୍ଷ ପଦ ମିମନ୍ତେ ଏବେ ମଇଦାନକୁ ଓଲ୍ହାଇଛନ୍ତି ଶିକ୍ଷିତା ଆଦିବାସୀ ମହିଳା ମମତା ମାଝୀ ,ଏମବିଏ ପାଠ ପଢିଥିବା ଏହି ଶିକ୍ଷିତା ମହିଳା ଜଣକ ସ୍ୱାଧୀନ ପ୍ରାଥି ଭାବେ ଏବେ ୱାର୍ଡ ୱାର୍ଡ ରେ ନିଜ ସମର୍ଥକ ଙ୍କ ମିଶି ଭୋଟ ଭିକ୍ଷା…
Read More...

କ୍ୟାମ୍ପରୁ ବାହାରିଲା ଯବାନ

ରାୟଗଡ଼ା: କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଲଗାତର ଦୁଇଟି ମାଓବାଦୀ ହିଂସା ପରେ ତତ୍ପର ହୋଇ ଉଠିଛନ୍ତି ସୁରକ୍ଷା ବାହିନୀ । ରାୟଗଡ଼ା ସ୍ଥିତ ଏକ କ୍ୟାମ୍ପରୁ ସୁରକ୍ଷାକର୍ମୀମାନେ ବାହାରିଛନ୍ତି । ରାୟଗଡା ଜିଲ୍ଲା ଭିତରେ ମାଓବାଦୀ ହିଂସା ଏଡାଇବା ପାଇଁ ପୁଲିସ ପକ୍ଷରୁ କଡା ସତର୍କତା…
Read More...

ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅଣ୍ଟା ଭିଡିଲା ରାୟଗଡା ବିକାଶ ମଞ୍ଚ

ରାୟଗଡା/ ମନୋଜ ସାହୁ: ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ପାଇଁ ପଦକ୍ଷେପ ନେଇଛି ରାୟଗଡା ଜିଲ୍ଲା ବିକାଶ ମଞ୍ଚ । ଆଜି ରାୟଗଡା ସଦର ମହକୁମାଠାରୁ ୨୫ କିଲୋମିଟର ଦୁରରେ ଥିବା ଆନ୍ଧ୍ର ଓଡିଶା ସୀମାନ୍ତ କେରେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ୍ଫଲବାଲାସା…
Read More...

ନର୍ଦ୍ଦମା ପାଇଁ ହତ୍ୟା

ରାୟଗଡା: ନର୍ଦ୍ଦମା ପାଣି ପଶିବାରୁ ଅଟକାଇବା ନେଇ ହୋଇଛି ଯୁକ୍ତିତର୍କ ଓ ହତ୍ୟା ଅଭିଯୋଗ । ରାୟଗଡା ଜିଲ୍ଲା ସଦର ବ୍ଲକ କୁମ୍ବିକୋଟା ହରିଜନ ସାହିରେ ଘଟିଛି ଏ ଭଳି ଘଟଣା । ମୃତକ ଜଣକ ହେଲେ ଅଜୟ କୋସଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆରମ୍ଭ…
Read More...

ଦିନ ଦି ପହରେ ଗଳା କାଟି ହତ୍ୟା

ରାୟଗଡା: ରାୟଗଡା ଜିଲ୍ଳା ଅମ୍ବାଦୋଲା ରଘୁବାରି ଗ୍ରାମରେ ଘଟିଯାଇଛି ଏକ ଅମାନବୀୟ ଘଟଣା । ଜଣେ ଯୁବକଙ୍କୁ ଶୋଇଥିବା ଅବସ୍ଥାରେ ଗଳାକାଟି ହତ୍ୟା କରାଯାଇଥିବା ଜଣାଯାଇଛି । ଗ୍ରାମର ଶିବ ଡଙ୍ଗୀରି ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ଆଜି ଅପରାହ୍ନରେ ଖାଇ ସାରି ଦୋକାନ ପିଣ୍ଡାରେ ଶୋଇଥିଲେ…
Read More...

ଶେଷ ହେବା ସମୟରେ ଆରମ୍ଭ ହୋଇନାହିଁ ରେଳ ଡିଭିଜନ କାର୍ଯ୍ୟ

ରାୟଗଡା(ମନୋଜ କୁମାର ସାହୁ): ରାୟଗଡାରେ ରେଳ ଡିଭିଜନ ସ୍ଥାପନ ନେଇ ଅଢ଼େଇ ବର୍ଷ ତଳେ ଘୋଷଣା ହେଇଥିଲେ ମଧ୍ୟ କାମ ଆଗକୁ ବଢ଼ୁ ନାହିଁ । ଏହାକୁ ନେଇ ବର୍ତ୍ତମାନ ଅସନ୍ତୋଷ ଦେଖାଦେବାରୁ ରେଳ ଡିଭିଜନ ସ୍ଥାପନ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ । ୨୦୧୯ ସାଧାରଣ ନିର୍ବାଚନ…
Read More...

ଆଡମିଶନ ସାରି ଘରକୁ ଫେରିବା ବେଳେ ପିଟିଲା ଟ୍ରକ

ରାୟଗଡା(ରିପୋର୍ଟର୍ସ ଟୁଡେ): ଆଡମିଶନ କରିବାକୁ ଯାଇଥିଲେ ସ୍କୁଲ । କିନ୍ତୁ ଫେରିବା ବାଟରେ ଘଟିଲା ଅଘଟଣ, ଚାଲିଗଲା ଝିଅର ଜୀବନ । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ…
Read More...

୨୪ ଘଣ୍ଟା ମଧ୍ୟରେ ୨୫୦ ଟନ୍ ଅକ୍ସିଜେନ୍ ଦାନ କଲେ ନବୀନ

ଭୁବନେଶ୍ୱରରେ: ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟକୁ ପ୍ରାୟ ୨୫୦ ଟନ୍ ଅକ୍ସିଜେନ୍ ପଠାଇ ସାରିଲାଣି ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ୬ଟି ରାଜ୍ୟକୁ ଲଗାତାର ଭାବେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ରାଜ୍ୟର ବଳକା ଅକ୍ସିଜେନ୍…
Read More...

ମୃଦୁ ଭୂକମ୍ପରେ ଥରିଲା ସାରା ରାୟଗଡ଼ା

(ରାୟଗଡା) : ମୃଦୁ ଭୂକମ୍ପରେ ଥରିଲା ସାରା ରାୟଗଡ଼ା ଜିଲ୍ଲା । ଆଜି ଭୋର ପ୍ରାୟ ୪ଟାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବାର ସୂଚନା ମିଳିଛି । ତେବେ ଏବେ ଯାଏଁ ରିକ୍ଟର ସ୍କେଲ୍‌ର ଭୁକମ୍ପ ତ୍ରିବତା କେତେ ଥିଲା ତାହା ଜଣାପଡ଼ିନଥିଲା ବେଳେ ଏନେଇ କିଛି…
Read More...