ପୁଣି ଲାଗିଲା ମାଓ ପୋଷ୍ଟର
( ମନୋଜ କୁମାର ସାହୁ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ନକ୍ସଲ ପୋଷ୍ଟର୍ ଦେଖିବାକୁ ମିଳିଛି। ବି.ଡି.ଏନ୍ ଡିଭିଜନାଲ କମିଟି ଓ ସିପିଆଇ ନକ୍ସଲ ନାଁରେ ଏହି ପୋଷ୍ଟର୍ ଲଗାଯାଇଛି।
ପୋଷ୍ଟର୍ ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ…
Read More...
Read More...