ଫ୍ଲାଟରୁ ମିଳିଲା ବଲିଉଡ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ
ପୁନେ: ବଲିଉଡର ଭେଟେରାନ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି । ସେ ପୁନେର ଅମ୍ବି ଗାଅଁସ୍ଥିତ ଏକ ଫ୍ଲାଟରେ ଭଡାରେ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ।
ସୂଚନା ମୁତାବକ, ଫ୍ଲାଟରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ସୂଚନା ଦେଇଥିଲେ…
Read More...
Read More...