Browsing Tag

Ravenshaw University

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍

ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ହ୍ୟାକ୍ । ଏବେ ବିଶ୍ୱବିଦ୍ୟାଳୟର ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ସାଇଟ ଖୋଲୁଛି। ଯେଉଁଥିରେ ଇଣ୍ଡୋନେସିଆର ଭାଷା ପରି ଲାଗୁଥିବା ଭାଷାକୁ ଇଂରାଜୀରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ୱେବସାଇଟରେ କ୍ଲିକ କଲେ BENTO4D ପରି ବେଟିଂ ପ୍ଲାଟ ଫର୍ମ ଲିଙ୍କ…
Read More...

ଚିଫ୍ ୱାର୍ଡେନ୍ କହିଲେ ରାଗିଂ ଘଟଣା ସତ

କଟକ:- କଟକ ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ ହୋଇଥିଲା । ବିଶ୍ବବିଦ୍ୟାଳୟ ଇଷ୍ଟ ହଷ୍ଟେଲର କିଛି ଛାତ୍ର ସେମାନଙ୍କ ସିନିୟର୍ ଛାତ୍ରଙ୍କଠାରୁ ରାଗିଂ ଶିକାର ହୋଇଥିବା ଅଭିଯୋଗ ଆସିଥିଲା । ୧୦ ଜଣ ଛାତ୍ରଙ୍କ ନାଁରେ କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଅଭିଯୋଗ ଯିବାପରେ ଏହାପରେ ପ୍ରାଥମିକ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ହେଲା ପ୍ରତ୍ୟାହୃତ କଲେ କଲେଜ କର୍ତ୍ତୃପକ୍ଷ

କଟକ-: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ହେଲା ପ୍ରତ୍ୟାହୃତ କଲେ କଲେଜ କର୍ତ୍ତୃପକ୍ଷ । ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼  ନିର୍ଦ୍ଦେଶନାମା କିଛି ସମୟ ପରେ ପ୍ରତ୍ୟାହୃତ ହୋଇଛି । ମହିଳା କର୍ମଚାରୀ, ଅଧ୍ୟାପିକା ଓ…
Read More...

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ ଆତଙ୍କ

କଟକ-: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ ଆତଙ୍କ । ପିଜି ଛାତ୍ରାବାସରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫୦ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏସସିବି ଟିମ ନଜର…
Read More...