୨୨ କେଜି ଗଞ୍ଜେଇ ଖାଇ ସଫା କରିଦେଲେ ମୂଷାପଲ
ଚେନ୍ନାଇ: ମୂଷା ଯୋଗୁ ଦଣ୍ଡବିଧାନରୁ ବର୍ତ୍ତିଗଲେ ୨ ଅଭିଯୁକ୍ତ । ପ୍ରମାଣ ନଷ୍ଟ ହୋଇଯିବା ଫଳରେ ଜେଲରୁ ମୁକୁଳିଲେ ଅଭିଯୁକ୍ତ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ତାମିଲନାଡ଼ୁରେ । ୨୦୨୦ରେ ରାଜାଗୋପାଳ ଏବଂ ନାଗେଶ୍ୱରାକୁ ପୁଲିସ ଗିରଫ କରି ସେମାନଙ୍କ ପାଖରୁ ୨୨ କେଜି ଗଞ୍ଜେଇ ଜବତ କରିଥିଲା ।…
Read More...
Read More...