Browsing Tag

ratha yatra

ବିଷମ କଟକ ଠାରେ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଅନୁଷ୍ଠିତ

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ବିଷମ କଟକ ଠାରେ ମୋହାସମାରୋହ ରେ ପାଳନ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା । ସକାଳୁ ସମସ୍ତ ନୀତି କାନ୍ତି ପରେ ତିନି ଠାକୁର ପ୍ରଭୁ ଜଗନ୍ନାଥ , ସୁଭଦ୍ରା , ବଳଭଦ୍ର ଙ୍କୁ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି କରି ମନ୍ଦିର…
Read More...

ଭିଡଭିତକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡି ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ:ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡଦାଣ୍ଡକୁ ଆସିଛନ୍ତି କାଳିଆ ଠାକୁର । ଭାଇ ଭଉଣିଙ୍କୁ ସଙ୍ଗରେ ଧରି ମାଉସୀ ଘରକୁ ବାହାରିଛନ୍ତି କାଳିଆ ଠାକୁର । ଆଜି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ କେତେ ଦୁରରୁ ଧାଇଁ ଆସିଛନ୍ତି ଅନେକ ଭକ୍ତ । ଆଉ ତାହାରି ଭିତରେ…
Read More...

ରଥଯାତ୍ରା ପାଇଁ ଟ୍ରାଫିକ ନିୟନ୍ତଣକୁ ୩ଭାଗରେ ବିଭକ୍ତ, କୁମ୍ଭାରପଡା ଥାନାରେ କଣ୍ଟ୍ରୋଲ ରୁମ

ପୁରୀ: ଆଉ ଦିନଟିଏ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଭକ୍ତ ମାନଙ୍କର ପ୍ରବଳ ଗହଳି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ନେଇ ପରିବହନ କମିଶନର ଅମିତାଭ ଠାକୁର ଆଜି ପ୍ରେସମିଟରେ…
Read More...

ରଥଯାତ୍ରାରେ ପୁରୀ ଆଣି ଛାଡିଥିଲା ପୁଅ, ଖବର ପ୍ରକାଶ ପରେ ଖୋଜା ପଡ଼ିଲେ ବାପା

ପୁରୀ: ଯେଉଁ ପୁଅକୁ ଦିନେ କାନ୍ଧରେ ବସାଇ ରଥ ଦେଖାଇଥିଲେ, ସେହି ପୁଅ ରଥ ସାମ୍ନାରେ ଛାଡ଼ି ଦେଇ ଚାଲିଗଲା । ପାଳି ପୋଷି ବଡ଼ କରିଥିବା ବାପା ହଠାତ ଅଲୋଡ଼ା ପାଲଟିଗଲା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ । ଜଗବନ୍ଧୁଙ୍କର, ଶିବରାମ, ସମୀର,…
Read More...

ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ, ଭାଙ୍ଗିଲା ପୋଡ଼ହାଣ୍ଡି

ପୁରୀ: ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମହାଭାରତ। ମହାପ୍ରଭୁଙ୍କ ଅତିପ୍ରିୟ ପୋଡପିଠା ରଥରେ ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ମାଉସୀ ମାଆ ମନ୍ଦିରରେ ପୂଜକଙ୍କ ମଧ୍ୟରେ ଏହି ବିବାଦ ହୋଇଛି। ବିବାଦ ପରେ ଦୁଇ ସେବାୟତଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ…
Read More...

ଜଗନ୍ନାଥଙ୍କ ଲୀଳାକ୍ଷେତ୍ର: କାଙ୍କଣ ଶିଖରୀରେ ନିଆରା ଢ଼ଙ୍ଗରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ

ଖୋର୍ଦ୍ଧା: ଚିଲିକା ବ୍ଲକ ସାନ ନଈରି ଗ୍ରାମ ନିକଟସ୍ଥ ଚିଲିକା ହ୍ରଦର ଜଳରାଶି ମଧ୍ୟରେ କାଙ୍କଣ ଶିଖରୀ ନାମରେ ଏକ ଟାପୁ ରହିଛି।ଯାହା ଏକ ପବିତ୍ର ଓ ଆଧ୍ୟାତ୍ମିକ ସ୍ଥଳୀ। ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ।ପ୍ରତିବର୍ଷ କାଙ୍କଣ ଶିଖରୀରେ ନିଆରା ଢ଼ଙ୍ଗରେ ମହାପ୍ରଭୁଙ୍କର…
Read More...

ଶରଧା ବାଲିରେ ତିନିରଥ: ୩ ଠାକୁରଙ୍କୁ ଦେଖିବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଭକ୍ତଙ୍କ ଭିଡ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଯାଇ ପହଞ୍ଚିଥିଲା । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩…
Read More...

ଉଦଳାରେ ଭକ୍ତ ଭଗବାନଙ୍କ ମହାମିଳନ: ଧୁମଧାମରେ ଘୋଷଯାତ୍ରା ପାଳିତ

ଉଦଳା: ଦୁଇ ବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ବଡ ଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ବଳିତ ହୋଇ ପଡିଛନ୍ତି ହଜାର ହଜାର ଭକ୍ତ । ବଡ ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ। ଶ୍ରୀକ୍ଷେତ୍ର ଭଳି ଉଦଳାରେ ମଧ୍ୟ ଖୁବ ଧୁମଧାମରେ…
Read More...

ଗୁଳୁଗୁଳି ସାଙ୍ଗକୁ ଖରାର ପ୍ରକୋପରେ ଦଶରୁ ଉର୍ଦ୍ଧ୍ବ ଭକ୍ତ ଅଂଶୁଘାତ ଆକ୍ରାନ୍ତ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁ । ଆଉ ଭଗବାନଙ୍କୁ ଦେଖିବାକୁ ଲାଗିଛି ଭକ୍ତଙ୍କ ସମାଗମ ।ତେବେ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାର ପ୍ରକୋପରେ ଦଶରୁ ଉର୍ଦ୍ଧ୍ବ ଭକ୍ତ ଅଂଶୁଘାତ ଆକ୍ରାନ୍ତ, ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର…
Read More...

ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା 

ପୁରୀ: ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ନିଆ ଯାଇଛି ବଡ ନିଷ୍ପତି । ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା କାଳରେ ଦୁଇ ବର୍ଷ  ହେଲା ବିନା ଭକ୍ତରେ ଗଡୁଥିଲା ରଥ ।  ଏଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥର…
Read More...