ଉତ୍ତର ଘୁମସୁର ବନଖଣ୍ଡରୁ ଆସଲା ୨୫ଟି ରଥ କାଠ
ପୁରୀ/ ସଞ୍ଜୟ ମହାପାତ୍ର : ପୁରୀରେ ପହଞ୍ଚିଲା ଚର୍ତୁଥ ପର୍ଯ୍ୟାୟ ରଥକାଠ ।ଉତ୍ତର ଘୁମସୁର ବନଖଣ୍ଡ ଅଞ୍ଚଳରୁ ୨୫ ଟି ରଥକାଠ ପୁରୀରେ ପହଞ୍ଚିଛି ।୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି ।ଅସନ କାଠ ଗୁଡ଼ିକ ରଥର ଗୟଳ ଓ ଦଣ୍ଡା ପାଇଁ ଏବଂ ଧଉରା କାଠ ରଥର…
Read More...
Read More...